fbpx

ମହିଳାଙ୍କ ପେଟରୁ ବାହାରିଲା ଏପରି କିଛି, ଯାହାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ

ଆଜିକାଲି ଅନେକ ଅଜବଗଜବ ଘଟଣା ଦେଖିବାକୁ ମିଳୁଛି । ସେହିପରି ଏକ ମାମଲା ଶୁଣିବାକୁ ମିଳୁଛି, ଯେଉଁଠାରେ ପେଟରୁ କିଛି ଏପରି ବାହାରୁଛି ଯାହାକୁ ନେଇ ଡାକ୍ତରମାନେ ବି ଆଶ୍ଚର୍ଯ୍ୟ । ୪୩ ବର୍ଷିୟା ମହିଳାଙ୍କ ସହ ଏପରି ଘଟିଛି ।

ତେବେ ମହିଳାଙ୍କ ପେଟରୁ ଅନେକ ଧାତୁର ଅନେକ ଜିନିଷ ବାହାରିଛି, ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମହିଳାଙ୍କ ପେଟରେ ଯନ୍ତ୍ରଣା ହେବାରୁ ଏହି ଘଟଣା ଜଣାପଡିଥିଲା । ମହିଳାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ନିଖଟକୁ ଯାଇଥିଲେ । କିନ୍ତୁ ମହିଳାଙ୍କ ଏକ୍ସ ରେର ରିପୋର୍ଟ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ମହିଳାଙ୍କର ତୁରନ୍ତ ଅପରେସନ କରାଯାଇଥିଲା । ଅନରେସନରେ ମହିଳାଙ୍କ ପେଟରୁ ନଖ, ପେନ୍, ଚାମଚ, ଧାତୁର ଚେନ୍, ଚାମଚ, କିଛି କାଠ, ଟୁଥବ୍ରଶ ଭଳି ଜିନିଷ ବାହାର ହୋଇଛି ।

ଡାକ୍ତରମାନେ ଏହାର ନାମ ମେଟାଲବେଜର୍ସ ରଖିଛନ୍ତି, ଯେଉଁଥିରେ ଲୋକମାନେ ଏପରି ଜିନିଷ ଖାଇଥାନ୍ତି । କିଛି ମାମଲା ଏପରି ରହିଛି, ଯେଉଁଥିରେ ଏହା ଦେଖାଯାଏ ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.