fbpx

ସୁମିତଙ୍କ ମା’ଙ୍କ ଆବେଦନ ଖାରଜ: ସୁରକ୍ଷା ଦାବି କରି କରିଥିଲେ ମାମଲା ରୁଜୁ

ବ୍ରହ୍ମପୁର ବ୍ରହ୍ମାନଗର ଡାକ୍ତର ସୁମିତ ଓ ପତ୍ନୀ ତପସ୍ପିନୀ ବିବାଦ ମାମଲା । ସୁମିତଙ୍କ ମା ଓ ଜେଜେ ମା’ଙ୍କ ପକ୍ଷରୁ ରୁଜୁ ମାମଲା ଏସଡିଜେଏମ କୋର୍ଟରେ ଖାରଜ । ନିଜର ସୁରକ୍ଷା ଦାବି କରି ମାମଲା ରୁଜୁ କରିଥିଲେ ମା’ ଓ ଜେଜେମା ।

ଉଲ୍ଲେଖଯୋଗ୍ୟ, ଶାଶୁଘରେ ନିଜର ହକ୍ ଦାବି କରି ଧାରଣାରେ ବସିଥିବା ତପସ୍ୱିନୀଙ୍କୁ କୋର୍ଟ ସୁମିତଙ୍କ ବ୍ରହ୍ମାନଗର ଘରେ ରହିବାକୁ ରାୟ ଶୁଣାଇଥିଲେ । ଯାହପରେ ସୁମିତଙ୍କ ମା ଓ ଜେଜେ ମା’ ନିଜ ସୁରକ୍ଷା ଦାବି କରି ମାମଲା ରୁଜୁ କରିଥିଲେ ।

Get real time updates directly on you device, subscribe now.