fbpx

ଏକାକୀ ଥିବା ବେଳେ ଗୁଗୁଲରେ କ’ଣ ଅଧିକ ସର୍ଚ୍ଚ କରନ୍ତି ଯୁବତୀ ? ଦେଖନ୍ତୁ ଲିଷ୍ଟ୍

ନିକଟରେ ଗୁଗୁଲ ନିଜର ସର୍ଚ୍ଚ ରେଜଲ୍ଟର ଏକ ରିପୋର୍ଟ ଜାରି କରିଥିଲା । ଏଥିରେ ମହିଳାଙ୍କ ଇଣ୍ଟରନେଟ୍ ବ୍ୟବହାର କରିବା ସହ ଜଡ଼ିତ କିଛି ମଜାଦାର ବିଷୟ ସାମ୍ନାକୁ ଆସିଛି । ନୂଆ ରିପୋର୍ଟ ଅନୁସାରେ, ଦେଶର ମୋଟ ୧୫ କୋଟି ଇଣ୍ଟରନେଟ୍ ଉପଭୋକ୍ତାଙ୍କ ମଧ୍ୟରେ ଭ।।ରତରେ ପାଖାପାଖି ୬ କୋଟି ମହିଳା ଏବେ ଅନଲାଇନ୍ ରହୁଛନ୍ତି ଓ ଦୈନନ୍ଦିନ ଜୀବନକୁ ଉନ୍ନତ କରିବାକୁ ଇଣ୍ଟରନେଟର ବ୍ୟବହାର କରୁଛନ୍ତି । ଏଥିରେ ୭୫% ମହିଳା ୧୫ରୁ ୩୪ ବର୍ଷ ବୟସର ହୋଇଥିବା ଜଣାପଡିଛି । ତେବେ ଆସନ୍ତୁ ଜାଣିବା ଯୁବତୀମାନେ ଇଣ୍ଟରନେଟରେ କ’ଣ ସବୁ ସର୍ଚ୍ଚ କରନ୍ତି…

କ୍ୟାରିଅରକୁ ନେଇ ସବୁଠାରୁ ଅଧିକ ସର୍ଚ୍ଚ
ଋିପୋର୍ଟ ଅନୁସାରେ, ଯୁବତୀମାନେ ଛୁଆବେଳୁ ଉଚ୍ଚାଭିଳାଷୀ ଓ ସେମାନେ ନିଜ କ୍ୟାରିଅରକୁ ଅଧିକ ଗୁରୁତ୍ୱ ଦିଅନ୍ତି । ଏପରି ଯୁବତୀମାନେ ଇଣ୍ଟରନେଟରେ ଏହି ସମ୍ବନ୍ଧୀୟ ତଥ୍ୟ ସର୍ଚ୍ଚ କରନ୍ତି । ସେମାନଙ୍କୁ କେଉଁଥିରେ କ୍ୟାରିଅର କରିବାର ଅଛି ଓ କେଉଁ କୋର୍ସ କରିବାର ଅଛି, ସେନେଇ ସର୍ଚ୍ଚ କରନ୍ତି ।

 

ଏହା ସହ ଯୁବତୀମାନେ ଅନଲାଇନ୍ ସପିଂ ସାଇଟକୁ ଯାଇ ପୋଷାକ ଡିଜାଇନ୍, ନୂଆ କଲେକ୍ସନ୍, ଅଫର୍ ବିଷୟରେ ସର୍ଚ୍ଚ କରନ୍ତି ।

ऑनलाइन शॉपिंग साइट्स को करती हैं खूब सर्च

– ଯୁବତୀମାନେ ସୁନ୍ଦର ଓ ସମସ୍ତଙ୍କଠାରୁ ଅଲଗା ଦେଖାଯିବାକୁ ପସନ୍ଦ କରନ୍ତି । ଏଥିପାଇଁ ସେମାନେ ଇଣ୍ଟରନେଟରୁ ଅନେକ ବିଉଟି ଟିପ୍ସ ନେଇଥାନ୍ତି ।

ब्‍यूटी टिप्स के लिए लेती हैं इंटरनेट का सहारा

– ଝିଅମାନଙ୍କୁ ମେହେନ୍ଦୀ ଲଗାଇବା ପସନ୍ଦ । ଯୁବତୀମାନେ ଗୁଗୁଲରେ ପ୍ରାୟତଃ ମେହେନ୍ଦୀର ଡିଜାଇନ୍ ଦେଖନ୍ତି ।

मेंहदी डिजाइन को भी करती हैं सर्च

– ପ୍ରାୟତଃ ସମସ୍ତଙ୍କୁ ଗୀତ ଶୁଣିବାକୁ ପସନ୍ଦ ଆସିଥାଏ । ଝିଅମାନେ ବି ଗୁଗୁଲରେ ଅଧିକ ରୋମାଣ୍ଟିକ୍ ଗୀତ ସର୍ଚ୍ଚ କରନ୍ତି । ଏହା ସହିତ ଝିଅମାନେ ଗୁଗୁଲରେ ରୋମାଣ୍ଟିକ୍ ସାଏରୀ ମଧ୍ୟ ସର୍ଚ୍ଚ କରନ୍ତି ।

रोमांटिक म्यूजिक का भी होता है शौक

Get real time updates directly on you device, subscribe now.