fbpx

ସୋପିଆନରେ ଏନକାଉଣ୍ଟର; ଟଳିଲା ୧ ଆତଙ୍କବାଦୀ

ଶ୍ରୀନଗର: ଶୁକ୍ରବାର ଜମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁା ହୋଇଛି । ପୋଲିସର କହିବା ଅନୁଯାୟୀ ସୁରକ୍ଷା ବାହିନୀ ସୋପିଆନର ରକ୍ଷାମା ଗ୍ରାମକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ଏହି ସର୍ଚ୍ଚ ଅପରେସନ ଏନକାଉଣ୍ଟରରେ ପରିଣତ ହୋଇଥିଲା ଯେତେବେଳେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ।  ଏହି ଅପରରେସନରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.