ଭୁବନେଶ୍ୱର: ରାଜଧାନୀରେ ବୁଲିଲା ଖଣ୍ଡା। ଜେଲ ଫେରନ୍ତା ଯୁବକଙ୍କୁ ଆଉ ଜଣେ ଯୁବକ ବାଇକ କାଢ଼ିବାକୁ କହିବାରୁ ଜେଲ ଫେରନ୍ତା ଯୁବକ ଖଣ୍ଡାରେ କଲେ ଆକ୍ରମଣ।
ଏହି ଆକ୍ରମଣରେ 2ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଗରୁ କୌଣସି ଯାଇଥିଲେ ଏହି ଯୁବକ। ଜେଲ୍ରୁ ବାହାରିବା ପରେ ପୁଣି ଏପରି କାଣ୍ଡ କରିଛନ୍ତି।