fbpx
Browsing Tag

@BJD @naveenpatnaik

ନିର୍ବାଚନ ପୂର୍ବରୁ ଶାସକ ବିଜେଡିକୁ ବଡ଼ ଝଟକା: ଦଳରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ

ଓଡ଼ିଶା ଭାସ୍କର: ନିର୍ବାଚନ ପୂର୍ବରୁ ପୁଣି ଶାସକ ବିଜେଡିକୁ ଲାଗିଛି ବଡ଼ ଝଟକା। ଦଳରୁ ଛାଡିଲେ ବିଜେଡିର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି ।…

ଓଡ଼ିଶାରେ ଏକାକୀ ଲଢ଼ିବ ବିଜେପି: ସୋସିଆଲ ମିଡ଼ିଆରେ ମନମୋହନ ସାମଲଙ୍କ ସ୍ପଷ୍ଟ ସୂଚନା

ଓଡ଼ିଶା ଭାସ୍କର: ପୁଣି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଆରମ୍ଭ ହେବା ଭିତରେ ଏକ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମେଣ୍ଟ ପ୍ରସଙ୍ଗକୁ ନେଇ ସେ ସୋସିଆଲ ମିଡ଼ିଆ ଏକ୍ସ'ରେ ସ୍ପଷ୍ଟତା…

ମେଣ୍ଟ ଚର୍ଚ୍ଚା ଭିତରେ ସରିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା

ଓଡ଼ିଶା ଭାସ୍କର: ମେଣ୍ଟ ଚର୍ଚ୍ଚା ଭିତରେ ସରିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ତେବେ ଏହି ବୈଠକ ପରେ ବିଜେଡିର ବରିଷ୍ଠ ନେତା ତଥା ଦଳର ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ…

BIG BREAKING: ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

ଓଡ଼ିଶା ଭାସ୍କର: ସବୁ ଚର୍ଚ୍ଚା ଓ ଆଲୋଚନାରେ ପଡିଛି ପୂର୍ଣ୍ଣଛେଦ, ଶେଷରେ ବିଜେଡି ଘୋଷଣା କରିଛି ନିଜର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ। ତେବେ ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ। କଟକ-ବାରବାଟୀର…

ଖୁସି ଖବର: ଏହି ବିଭାଗରେ ୫୧୨ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୁଣି ଆଉ କିଛି ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମୋଟ ୫୧୨ ଜଣଙ୍କୁ ନିଯୁକ୍ତିପତ୍ର ମିଳିଥିବା ଜଣାପଡିଛି। ଏଥିରେ ୫୧୨ ନୂଆ ସହକାରୀ ପ୍ରଫେସର, ସହକାରୀ ଟ୍ରେନିଂ…

BREAKING NEWS: ଦଳର ଅବହେଳା ଅଭିଯୋଗ କରି ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ

ଓଡିଶା ଭାସ୍କର: ବିଜେଡି ଛାଡିଲେ ବଳଭଦ୍ର ମାଝୀ। ଦଳର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ଦେଖିବାକୁ ମିଳିଛି। ତେବେ ସେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଜାଣନ୍ତୁ, ପ୍ରଥମେ କେଉଁ ମନ୍ଦିରକୁ ନିମନ୍ତ୍ରଣ କରାଗଲା

ପୁରୀ: ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର। ଏଥିପାଇଁ ଭବ୍ୟ ଆୟୋଜନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ଧାର୍ମିକ କାର୍ଯ୍ୟ ଲାଗି ଦେଶର ପ୍ରମୁଖ…

ଆଜି ବିଜେଡିର ପ୍ରତିଷ୍ଠା ଦିବସ: କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା

ଓଡିଶା ଭାସ୍କର: ଆଜି ବିଜେଡିର ପ୍ରତିଷ୍ଠା ଦିବସ। ତେବେ ଶାସକ ବିଜୁ ଜନତା ଦଳ ୨୭ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ କଟକରୁ ଭୁବନେଶ୍ୱର ଯାଏଁ ଏକ ବିଶାଳ ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଛି । ସକାଳ ୮ଟାରୁ…

ଆସନ୍ତାକାଲି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ: ଜାଣନ୍ତୁ, ଏହି ଅବସରରେ କେଉଁ ସବୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି

ଓଡିଶା ଭାସ୍କର: ଆସନ୍ତାକାଲି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାଇକେଲ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ ଭଳି…

ଓଡିଶାରେ ଯୋଡି ହେବ ଆଉ ଏକ ନୂଆ ଜିଲ୍ଲା, ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟର ସ୍ଥାନ ନିରୁପଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର; ଓଡିଶାରେ ବର୍ତ୍ତମାନ ୩୦ଟି ଜିଲ୍ଲା ଥିବା ବେଳେ ଏହା ୩୧ରେ ପରିଣତ ହେବାକୁ ଯାଉଛି। କାରଣ ଏବେ ନୂଆକରି ଆଉ ଏକ ଜିଲ୍ଲା ଓଡିଶାରେ ଯୋଗ ହେବାକୁ ଯାଉଛି। ବରଗଡ଼ ଜିଲ୍ଲା ଠାରୁ ଅଲଗା ହୋଇ ଖୁବଶୀଘ୍ର ପଦମପୁର…