କେଉଁ ବୟସରେ କେଉଁ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ, ଜାଣନ୍ତୁ କ’ଣ କୁହନ୍ତି ଡାକ୍ତର
ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ବ୍ୟକ୍ତି ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ କାର୍ଯ୍ୟ ଚାପରେ ସବୁବେଳେ ଚିନ୍ତାରେ ରହୁଛି । ଏହା ସେମାନଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାର ଅଟେ ।…