ଆଶ୍ଚର୍ଯ୍ୟ! ମଙ୍ଗଳ ଗ୍ରହରେ 15,000 କିଲୋମିଟରର ଲମ୍ବା ନଦୀ, ମିଳିଲା ପ୍ରମାଣ
ନୂଆଦିଲ୍ଲୀ: ମଙ୍ଗଳ ଗ୍ରହକୁ ଏପର୍ଯ୍ୟନ୍ତ ଏକ ଶୁଷ୍କ ଏବଂ ଥଣ୍ଡା ଗ୍ରହ ଭାବରେ ବିବେଚନା କରାଯାଉଥିବାବେଳେ ବୈଜ୍ଞାନିକମାନେ ମଙ୍ଗଳ ଗ୍ରହର ଦକ୍ଷିଣ ଭାଗ ନୋଆଚିସ୍ ଟେରାରେ ଏକ 15,000 କିଲୋମିଟର ଲମ୍ବା ପ୍ରାଚୀନ ନଦୀର…