Browsing Tag

Set Up

ଓଦା ଓ ବର୍ଜବସ୍ତୁରୁ ପ୍ରସ୍ତୁତ ହେବ CNG: ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଦା ଓ ପରିବା ବର୍ଜବ୍ୟସ୍ତୁରୁ ପ୍ରସ୍ତୁତ ହେବ କମ୍ପ୍ରେସଡ ନ୍ୟାଚୁରାଲ ଗ୍ୟାସ (ସିଏନଜି) । ଏଥିପାଇଁ ଭୁବନେଶ୍ୱର ଠାରେ କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏନେଇ…

ଓଡ଼ିଶାର ପ୍ରଥମ ସୌରଶକ୍ତି କାରଖାନା ଢେଙ୍କାନାଳରେ ପ୍ରତିଷ୍ଠା ହେବ: ୧୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଢେଙ୍କାନାଳରେ ପ୍ରତିଷ୍ଠା ହେବାକୁ ଯାଉଛି ରାଜ୍ୟର ପ୍ରଥମ ସୌରଶକ୍ତି କାରଖାନା । ଏହି କାରଖାନାକୁ ଏସିଆ ମହାଦେଶର ସର୍ବବୃହତ୍ ସୋଲାର ଏନର୍ଜି କମ୍ପାନୀ ୱାରୀ ଏନର୍ଜି ଲିମିଟେଡ୍ ତରଫରୁ…

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ଦେଶରେ ନିର୍ମାଣ ହେବ ୧୨ଟି ‘ଶିଳ୍ପ ସ୍ମାର୍ଟ ସହର’, ୧୦ ଲକ୍ଷଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ: ଦେଶରେ ନିର୍ମାଣ ହେବ ୧୨ଟି ‘ଶିଳ୍ପ ସ୍ମାର୍ଟ ସହର’ । ଏହାଦ୍ୱାରା ଦେଶଷର ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହି ବୃହତ୍ ଯୋଜନାରେ କେନ୍ଦ୍ର ସରକାର ୧.୫୨ ଲକ୍ଷ କୋଟି ଟଙ୍କା ନିବେଶ କରିବାର…

ହିରାକୁଦରେ ଯୋଡ଼ି ହେବ ନୂଆ ଅଧ୍ୟାୟ: ପ୍ରତିଷ୍ଠା ହେବ ରାଜ୍ୟର ପ୍ରଥମ ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ, ରାଜ୍ୟ ସରକାରଙ୍କୁ ଦିଆଗଲା ପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହୀରାକୁଦ ନଦୀବନ୍ଧରେ ରାଜ୍ୟର ପ୍ରଥମ ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ହେବ । ଏଥିପାଇଁ ୫ ହଜାର କୋଟି ଟଙ୍କା ବିନିଯୋଗ ହେବ । ପୂର୍ବରୁ ହୀରାକୁଦ ନଦୀବନ୍ଧରେ ଜଳବିଦ୍ୟୁତ, ଜଳସେଚନ…

ରାଜ୍ୟର ୭ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’: ଜିଲ୍ଲାପାଳଙ୍କୁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କ୍ରମରେ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ନୂଆ ଯୋଜନା କରିଛନ୍ତି…

୭ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ରାଜ୍ୟର ୫ ଜିଲ୍ଲାରେ ସୃଷ୍ଟି ହେବ ୨୪,୫୫୨ କର୍ମନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୫ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚଏଲସିଏ) ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।…

ଓଡ଼ିଶା ହେବ ଦେଶରେ ପ୍ରଥମ: ରାଜ୍ୟରେ ଏକସଙ୍ଗେ ପ୍ରତିଷ୍ଠା ହେବ ୪୧ଟି କ୍ରିକେଟ ଏକାଡେମୀ, ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷ ବର୍ଷ ଧରି ଜାତୀୟ ସ୍ତରୀୟ କ୍ରିକେଟରେ ଓଡ଼ିଶାର କ୍ରିକେଟରଙ୍କ ଅନୁପସ୍ଥିତି ରାଜ୍ୟର କ୍ରୀଡ଼ାପ୍ରେମୀଙ୍କୁ ବଡ଼ ଆଘାତ ଦେଇଛି । ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସଙ୍କ ପରି ହାତ ଗଣତି…

ଓଡ଼ିଶାରେ ପ୍ରତିଷ୍ଠା ହେବ ବିମାନ ଓ ପ୍ରତିରକ୍ଷା ଯନ୍ତ୍ରାଂଶ ଉତ୍ପାଦନ କାରଖାନା: ୧୨ ହଜାର ଆଶାୟୀଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ଭାବେ ପ୍ରୟାସ କରିଆସିଛନ୍ତି । ଏହି…

NDDB- ଓଡ଼ିଶା ସରକାର ଚୁକ୍ତିନାମା ସ୍ୱାକ୍ଷରିତ: ରାଜ୍ୟରେ ପ୍ରତିଷ୍ଠା ହେବ ଏକ ଅତ୍ୟାଧୁନିକ GMP ଲ୍ୟାବ୍, ଉତ୍ପାଦନ ହେବ ଆନ୍ଥରାକ୍ସ ଓ ENTV…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ବିକାଶମୁଖୀ କରାଇବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ତେବେ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ବ୍ରହ୍ମପୁରଠାରେ ଆନ୍ଥରାକ୍ସ ଓ ଇଏନଟିଭି…

ରାଜ୍ୟରେ ସୃଷ୍ଟି ହେବ ୧୦ ହଜାର ନିଯୁକ୍ତି: ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ପୋଷାକ ଉତ୍ପାଦନ କାରଖାନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସରତ ରହିଛନ୍ତି । ରାଜ୍ୟକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ କରାଇବା, ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା…