fbpx
Browsing Tag

Set Up

ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ‘ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ’ ପ୍ରତିଷ୍ଠା କରାଯିବ: ପ୍ରକ୍ରିୟା ଆରମ୍ଭ କଲା ପଞ୍ଚାୟତିରାଜ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରୟାସ ଜାରି କରିଛନ୍ତି । ରାଜ୍ୟ ସରକାର କୃଷକଙ୍କ ଉନ୍ନତି ପାଇଁ ‘କାଳିଆ’ ଯୋଜନା ପ୍ରଣୟନ କରିବା ସହିତ ‘ବିଜୁ…

ରାଜ୍ୟର ପ୍ରତି ବ୍ଲକରେ ପ୍ରତିଷ୍ଠା ହେବ ‘ଆମ ବସଷ୍ଟାଣ୍ଡ’: କମିଟି ଗଠନ କଲା ବାଣିଜ୍ୟ ଓ ପରିବହନ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଶିକ୍ଷା, କୃଷି, ଶିଳ୍ପ, ସ୍ୱାସ୍ଥ୍ୟର ବିକାଶ ପାଇଁ ରାଜ୍ୟର ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଗାଁରୁ ସହର ଓ ରାଜଧାନୀକୁ ଗମନାଗମନର ସୁବିଧା ପାଇଁ…

ଦେଶର ସମସ୍ତ ହାଇକୋର୍ଟ ୩ ମାସ ମଧ୍ୟରେ ଅନଲାଇନ୍ RTI Portal ସ୍ଥାପନ କରନ୍ତୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ସମସ୍ତ ହାଇକୋର୍ଟରେ ଅନଲାଇନ୍ ସୂଚନା ଅଧିକାର (ଆରଟିଆଇ) ପୋର୍ଟାଲ ଦାବି ସଂକ୍ରାନ୍ତୀୟ ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମୁଖ୍ୟ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ…

ରାଜ୍ୟରେ ପ୍ରତିଷ୍ଠା ହେଲା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ ପାଇଲା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରତିଷ୍ଠା ହୋଇଛି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟ ଅଧିନକୁ ୧୫୦ରୁ ଅଧିକ କଲେଜ ଆସିବେ । ପ୍ରତ୍ୟେକ କଲେଜ ଓ ପାଠ୍ୟକ୍ରମ ପାଇଁ ଏକକ…

ଆସନ୍ତା ୪ ବର୍ଷ ମଧ୍ୟରେ ଦେଶରେ ନିର୍ମାଣ ହେବ ୧୧୨ଟି ମେଡିକାଲ କଲେଜ, ଓଡ଼ିଶାରେ ୮ଟି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ଦୁଇବର୍ଷ ଧରି ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅନେକ ପ୍ରଶ୍ନ ଉଠୁଛି । କୋଭିଡ୍ ମହାମାରୀ ସମୟରେ ଦେଶର ଖରାପ ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ସାମ୍ନାକୁ ଆସିଥିଲା । ତେବେ ଏନେଇ କେନ୍ଦ୍ର ସରକାର ନୂଆ…

ରାଜ୍ୟ ସରକାର ଗଠନ କଲେ ମେଣ୍ଟର ଗ୍ରୁପ୍: ସମସ୍ତ ସରକାରୀ ଡାକ୍ତରଖାନାର ସ୍ଥିତି ହେବ ଯାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ମାତୃ ଓ ନବଜାତକ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ରାଜ୍ୟର ସ୍ଥିତି ଜାତୀୟ ହାରଠାରୁ ଅଧିକ ରହିଛି । ତେବେ ଏହି ମୃତ୍ୟୁ ହାରକୁ ରୋକିବା ପାଇଁ…

ଚିଲିକାରେ ନିର୍ମାଣ ହେବ ଦେଶର ସବୁଠାରୁ ବଡ଼ Ropeway: ୧୦ଟି ରୋପୱେ ନିର୍ମାଣ ପାଇଁ NHAIକୁ ପ୍ରସ୍ତାବ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ପାଇଁ ଏକ ଖୁସି ଖବର । ଚିଲିକାରେ ନିର୍ମାଣ ହେବ ଦେଶର ସବୁଠାରୁ ବଡ଼ ରୋପୱେ । ଏହି ରୋପୱେ କାଇଜାଇ ମନ୍ଦିରକୁ ସଂଯୋଗ କରିବ । ରାଜ୍ୟ ସରକାରଙ୍କ ସଡ଼କ ପରିବହନ ଓ…