fbpx

ବୋର୍ଡ଼ ପରୀକ୍ଷାର୍ଥୀଙ୍କ ପାଇଁ ‘ଟେଲିମାନସ’ ସେବା, ଏଣିକି ଚାପମୁକ୍ତ ରହିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ବୋର୍ଡ଼ ପରୀକ୍ଷା । ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖିବା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର ୧୪୪୧୬ । ଏହି ଟୋଲ ଫ୍ରି ନମ୍ବର ଡାଏଲ କରି ‘ଟେଲିମାନସ’ କାଉନସିଲରଙ୍କ ପରାମର୍ଶ ନେଇପାରିବେ ଛାତ୍ରଛାତ୍ରୀ । ବୋର୍ଡ଼ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଏହା ଏକ ପ୍ରୟାସ ।

Get real time updates directly on you device, subscribe now.