Breaking: ମାତ୍ର ୫ ଦିନରେ ବଢ଼ିବ ୫ଡିଗ୍ରୀ ତାପମାତ୍ରା, ସତର୍କ କଲା SRC

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାର ଜିଲାପାଳଙ୍କ ପାଇଁ ସତର୍କତା ଜାରି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ତାପମାତ୍ରା ବଢ଼ିବା ନେଇ ଆଶଙ୍କା ।

ଆସନ୍ତା ୫ ଦିନରେ ତାପମାତ୍ରା ୪୦ଛୁଇଁବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣପିପାଗ ବିଭାଗ । ପ୍ରଚଣ୍ଡ ରୌଦ୍ରତାପ ନେଇ ସତର୍କ କରାଇଛି ଏସଆରସିଙ୍କ କାର୍ଯ୍ୟାଳୟ ।

ଦୈନିକ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ଆଶଙ୍କା ।