fbpx

ହେବାକୁ ଯାଉଛି ମହାପ୍ରଳୟ ଗୋଟିଏ ଦିନରେ ଯିବ ୧୦୦ କୋଟି ଲୋକଙ୍କ ଜୀବନ !

ଓଡ଼ିଶା ଭାସ୍କର: ସରି ସରି ଯାଉଛି ୨୦୨୩ ଆସୁଛି ୨୦୨୪ । ୨୦୨୩ ଡିସେମ୍ବରେ ହେବାକୁ ଯାଉଛି ମହା ଅଘଟଣ ! ବାରମାସ ପରିବର୍ତ୍ତେ ହେବ ତେର ମାସ । ଧରାପୃଷ୍ଠରେ ପ୍ରକଟ ହେବେ କଳକୀ ଅବତାର । କେତେବେଳେ ମାଡି ଆସୁଛି ଅଚାନକ କାଳ ବୈଶାଖୀ ଆଉ ସବୁକିଛି ଆଖି ପିଛୁଳାକକେ ନଷ୍ଟ ହେଉଛି ଆଉ ଯଦି ଦେଖିବା ଋତୁ ଚକ୍ରରେ ଅନେକ ପରିବର୍ତ୍ତନ ମଧ୍ୟ ହୋଇ ସାରିଛି । ଆଗକୁ ଖାଲି ସୂଚନା , ସତର୍କ , ସଚେତନତା ହଁ ଆଜ୍ଞା ସରୁଛି ୨୦୨୩ ଆରମ୍ଭ ହେବ ୨୦୨୪ ଘଟିବ ମହାଅଘଟଣ । ବଦଳିବ ବାରମାସ , ହେବ ୧୩ ମାସ ଆଉ ଠିକ୍ ସେହି ସମୟରେ ହେବାକୁ ଯାଉଛି ବିନାଶ । ଆକାଶରୁ ଅଗ୍ନି ବର୍ଷା ହେବା ସହ ସମୁଦ୍ରରୁ ହେବ ଓଲଟା ଲହଡି ଖେଳିବ ଆଉ ଶୁଖିଯିବ ନଦୀ ,ହ୍ରଦ, ପାଣି ପାଇଁ ସମସ୍ତେ ଘୁରି ବୁଲିବେ । ଆଉ ଅନେକ ଜୀବନ ଯିବ ଗୋଟିଏ ଦିନ ରେ ୧୦୦ କୋଟି ଲୋକଙ୍କର ଜୀବନ ଯିବ । ଆଉ ସବୁଠି ମର ଶରୀର ଦୃଶ୍ୟ ମାନ ହେବ । ଏହା ସବୁ ଦିନ ଖୁବ ନିକନଟରେ ୨୦୨୪ ମସିହା ମୀନ ଶନି ଠାରୁ ଆରମ୍ଭ ହୋଇ ୨୦୨୭ ମଧ୍ୟରେ ଘଟିବାକୁ ଯାଉଛି ।

ବଦଳିଯିବ ଧରାପୃଷ୍ଟର ବାତାବରଣ । ପ୍ରକୃତି ହେବ ଅଶାନ୍ତ ଏମିତି ଅନେକ କିଛି ଖରାପ ହେବାକୁ ଯାଉଛି । ଆଗାମୀ ଡିସେମ୍ବର ହେବାକୁ ଯାଉଛି । କୁହାଯାଉଛି ବୈଶାଖ ଶୁକ୍ଳ ଅଷ୍ଟମୀ ଅର୍ଥାତ୍ ଗୁରୁବାର ଦିନ କଳିଯୁଗ ଶେଷ ହେବ କିନ୍ତୁ ହଁ ଏଠି ପ୍ରଶ୍ନ ଉଠୁଛି । ଏହା କେତେ ସତ ଏଠି କହିବାକୁ ଚାହିଁବୁ ଏହି ଅଘଟଣ ମାନ ଖୁବ୍ ନିକଟର ଆଉ ଏହା କୌଣସି ମିଥ୍ୟା ନୁହେଁ କି ଏ ସବୁ କହି ଆମେ କାହାକୁ ଭୟଭିତ କରୁ ନାହୁଁ ବରଂ ମାଳିକାରେ ବର୍ଣ୍ଣିତ କଥାକୁ ଆପଣଙ୍କ ସମ୍ନାରେ ଆମେ ରଖୁଛୁ ଯାହା ଦ୍ୱାରା ସମସ୍ତେ ସର୍ତକ ହୋଇଯାଆନ୍ତୁ । ଏବେ ବି ସମୟ ଅଛି କୁକର୍ମ ଛାଡି ସୁ କର୍ମରେ ଆଗେଇ ଭଗବାନଙ୍କ ନିକଟରେ ନିଜକୁ ସମର୍ପି ଦିଅନ୍ତୁ ହୁଏତ କିଛି ଭଗବାନ ରକ୍ଷା କରିନେବେ ..

Get real time updates directly on you device, subscribe now.