fbpx

ବୁଲିଲା ବୁଲଡୋଜର, ଭାଙ୍ଗିଲା ବବି ଦାସଙ୍କ ସରକାରୀ ଘର

Advertisement

ଭୁବନେଶ୍ୱର: ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗାଯିବା ଖବର ସାମ୍ନାକୁ ଆସିଛି । ବବିଙ୍କ ସରକାରୀ ଘର ବର୍ତ୍ତମାନ ଭଙ୍ଗା ଚାଲିଛି । ବବିଙ୍କ ଘରେ ଅଣ୍ଡର ଗ୍ରାଉଣ୍ଡରେ କିଛି ନିର୍ମାଣ ହୋଇଥିଲା, ସେଗୁଡିକୁ ବର୍ତ୍ତମାନ ଭଙ୍ଗାଯାଉଛି । ସୂଚନାନୁଯାୟୀ, ବିଜେଡି ନେତା ବବି ଦାସଙ୍କର ଭୁବନେଶ୍ୱରରେ ଥିବା ସରକାରୀ କ୍ୱାର୍ଟର୍ସରେ ହୋଇଥିବା ସୌନ୍ଦର୍ଯ୍ୟକରଣ କାମକୁ ଭଙ୍ଗା ଯାଉଛି । ତେବେ ଏହା କିଏ ଭାଙ୍ଗୁଛି ଏବଂ କାହିଁକି ଭାଙ୍ଗୁଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Get real time updates directly on you device, subscribe now.