fbpx
BJD SKY
BJD SKY

ବନ୍ଦ ହେଲା ୨୨୩ଟି କଲେଜର ପ୍ରିନ୍ସିପାଲଙ୍କ ଦରମା, ନିଷ୍ପତ୍ତି ନେଲେ ଉଚ୍ଚଶିକ୍ଷା ବିଭାଗ

BJD

ଭୁବନେଶ୍ୱର: ରାଜ୍ୟର ୨୨୩ଟି କଲେଜର ପ୍ରିନ୍ସିପାଲଙ୍କ ଦରମା ବନ୍ଦ ହେବା ଖବର ସାମ୍ନାକୁ ଆସିଛି । ଏନେଇ ନିଜେ ଉଚ୍ଚଶିକ୍ଷା ବିଭାଗ ଏମାନଙ୍କ ଦରମା ବନ୍ଦ କରିଛନ୍ତି । ଦରମା ବନ୍ଦ ପାଇଁ ମୁଖ୍ୟ କିରାଣି, କିରାଣି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରିନ୍ସିପାଲମାନେ କଲେଜ ଦାୟିତ୍ୱ ସଠିକ୍ ଭାବେ ପରିଚାଳନା କରୁନାହାନ୍ତି । ସେମାନଙ୍କ କର୍ତ୍ତବ୍ୟ ଅବହେଳା ଯୋଗୁଁ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ବ୍ୟତୀତ ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ମଧ୍ୟ ଉତ୍ତର ଦେଉନାହାନ୍ତି । ଦରମା ବନ୍ଦ ଘୋଷଣା ନେଇ କଲେଜର ପ୍ରିନ୍ସିପାଲମାନେ ଚିନ୍ତାଗ୍ରସ୍ତ ହୋଇଛନ୍ତି ।

Get real time updates directly on you device, subscribe now.