ନିଶା ଖାଇବାକୁ ବାରଣ କରିବାରୁ ଝୁଲିପଡ଼ିଲେ ଯୁବକ

ଭୁବନେଶ୍ୱର: ନିଶା ଖାଇବାକୁ ବାରଣ କରିବାରୁ ଝୁଲିପଡ଼ିଲେ ଯୁବକ। ପଳାଶୁଣି ଅଞ୍ଚଳରୁ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ। ସୂଚନାନୁଯାୟୀ, ଯୁବକ ଜଣକ ବ୍ରାଉନସୁଗାର ମାମଲାରେ ଜେଲ ଯାଇ ଫେରିଥିଲେ।

ନିଶା ସେବନ କରିବାକୁ ମନା କରିବାରୁ ଝୁଲି ପଡ଼ିଥିବା କଥା କହିଲେ ପରିବାର।