fbpx

ମଣିଷଙ୍କ ଭଳି ‘କିସ୍’ କରିଥାନ୍ତି ଏହି ପଶୁ, ଦେଖନ୍ତୁ କିଛି ଫଟୋ

ଯେବେ ଆମେ କାହାକୁ ‘କିସ୍’ କରୁ, ସେବେ ପାଖାପାଖି ୮ କୋଟି ବ୍ୟାକ୍ଟେରିଆର ଆଦାନ ପ୍ରଦାନ ହୋଇଥାଏ । କୁହାଯାଏ ଯେ, ଏହା ପ୍ରଥମେ ପାଶ୍ଚାତ୍ୟ ସମାଜରେ ଚାଲିଥିଲା, କିନ୍ତୁ ଧୀରେ ଧୀରେ ଏହା ବିଶ୍ୱର ଅନେକ ଦେଶରେ ପହଞ୍ଚିଥିଲା । ପଶୁମାନଙ୍କ ମଧ୍ୟରେ କିସ୍ କରିବାର ପ୍ରବୃତ୍ତି ବହୁତ କ୍ୱଚିତ୍ । ପଶୁମାନେ ପ୍ରାୟତଃ ନିଜ ଛୁଆମାନଙ୍କୁ କିସ୍ କରିଥାନ୍ତି । ଦୁନିଆର କେବଳ ଅଳ୍ପ କିଛି ପ୍ରାଣୀ ଅଛନ୍ତି, ଯେଉଁମାନେ ମଣିଷ ପରି ‘କିସ୍’ କରନ୍ତୁ । ଆସନ୍ତୁ ଦେଖିବାକୁ କିଛି ଫଟୋ….

Get real time updates directly on you device, subscribe now.