fbpx

ସେପ୍ଟେମ୍ବର ୧ ରେ କମିଲା ସୁନା ମୂଲ୍ୟ! ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ରହିଛି ରେଟ୍

ନୂଆଦିଲ୍ଲୀ: ଆଜି ରବିବାର ୧ ସେପ୍ଟେମ୍ବର ୨୦୨୪ରେ ଶସ୍ତା ହୋଇଛି ସୁନା । ସେପ୍ଟେମ୍ବର ପ୍ରଥମ ଦିନରେ ସୁନା ଦର ୯୦ ରୁ ୧୦୦ ଟଙ୍କା ହ୍ରାସ ପାଇଛି । ଯଦି ଆପଣ ସୁନା ଅଳଙ୍କାର କିଣିବାକୁ କିମ୍ବା ନିବେଶ କରିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ସୁନାର ମୂଲ୍ୟ ଜାଣନ୍ତୁ ।

ପର୍ବ ପୂର୍ବରୁ ସୁନା ମୂଲ୍ୟରେ ଲଗାତାର ସଂଶୋଧନ କରାଯାଉଛି । ଏଭଳି ପରିସ୍ଥିତିରେ ସୁନା କିଣିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ ।

ଏକ କିଲୋଗ୍ରାମ ରୂପା ହାର :-

ଆଜି ୧ ସେପ୍ଟେମ୍ବର ୨୦୨୪ ରେ ରୂପା ହାର ୮୭,୦୦୦ ଟଙ୍କା ରହିଛି । ଆଜି ରୂପା ମୂଲ୍ୟରେ ହ୍ରାସ ଘଟିଛି । ଏଠାରେ ଜାଣନ୍ତୁ ଦେଶର ବଡ ସହରରେ ଆଜି ସୁନା ହାର କେତେ ରହିଛି?

ଆଜି ଦିଲ୍ଲୀରେ ସୁନା ମୂଲ୍ୟ :-

୨୪ ଗ୍ରାମ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପ୍ରାୟ ୭୩,୧୯୦ ଟଙ୍କା ହୋଇଛି । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ପ୍ରାୟ ୬୭,୧୦୦ ଟଙ୍କା ହୋଇଛି ।

ଆଜି ନୋଏଡାରେ ସୁନା ମୂଲ୍ୟ :-

୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩,୧୯୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୭,୧୦୦ ଟଙ୍କା ରହିଛି ।

ଲଖନଉରେ ସୁନା ମୂଲ୍ୟ :-
ଲଖନଉରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩,୧୯୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ର ଖୁଚୁରା ମୂଲ୍ୟ ହେଉଛି ୧୦ ଗ୍ରାମ ପିଛା ୬୭,୧୦୦ ଟଙ୍କା ରହିଛି ।

ଜୟପୁରରେ ଆଜିର ସୁନା ମୂଲ୍ୟ :-

ଜୟପୁରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୭୩,୧୯୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ର ଖୁଚୁରା ମୂଲ୍ୟ ହେଉଛି ୧୦ ଗ୍ରାମ ପିଛା ୬୭,୧୦୦ ଟଙ୍କା ରହିଛି ।

ପାଟନାରେ ଆଜିର ସୁନା ମୂଲ୍ୟ :-

ପାଟନାରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩,୦୯୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନାର ଖୁଚୁରା ମୂଲ୍ୟ ୧୦ ଗ୍ରାମ ପିଛା ୬୭,୦୦୦ ଟଙ୍କା ରହିଛି ।

ଆଜି ଭୁବନେଶ୍ୱରରେ ସୁନା ହାର :-

ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩,୦୪୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ର ଖୁଚୁରା ମୂଲ୍ୟ ୧୦ ଗ୍ରାମ ପିଛା ୬୬,୯୫୦ ଟଙ୍କା ରହିଛି ।

ଆଜି ମୁମ୍ବାଇରେ ସୁନା ମୂଲ୍ୟ :-

୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩,୦୪୦ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୬,୯୫୦ ଟଙ୍କା ରହିଛି ।

ଅହମ୍ମଦାବାଦରେ ଆଜିର ସୁନା ମୂଲ୍ୟ :-

୨୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩,୦୯୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ଖୁଚୁରା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୭,୦୦୦ ଟଙ୍କା ହୋଇଛି ।

ଆଜି କୋଲକାତାରେ ସୁନା ମୂଲ୍ୟ :-

କୋଲକାତାରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୩,୦୪୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ସୁନା ର ଖୁଚୁରା ମୂଲ୍ୟ ୧୦ ଗ୍ରାମ ପିଛା ୬୬,୯୫୦ ଟଙ୍କା ରହିଛି ।

Get real time updates directly on you device, subscribe now.