fbpx

ଏହି ଫୋନ ହେଉଛି ଦୁନିଆର ସବୁଠାରୁ ଶସ୍ତା ୫ଜି ଫୋନ

ଭାରତରେ ୫ଜି ସେବାର ଶୁଭାରମ୍ଭ ହୋଇସାରିଛି । ଏଥିପାଇଁ ନୂଆ ସ୍ମାର୍ଟଫୋନ କିଣିବା ନିହାତି ଆବଶ୍ୟକ ଯେଉଁ ସ୍ମାର୍ଟ ଫୋନରେ ୫ଜି ଥିବା ଜରୁରୀ ଅଟେ । ତେବେ ୫ଜି ଫୋନ ୪ଜି ଫୋନ ମୂଲ୍ୟ ତୁଳନାରେ ଅଧିକ ଅଛି । ଯଦି ଆପଣ ୫ଜି ଫୋନ କିଣିବାକୁ ଚାହୁଁଛନ୍ତି ପୁଣି ଶସ୍ତାରେ ତାହା ଏବେ ମାର୍କେଟରେ ଉପଲବ୍ଧ ହୋଇସାରିଛି । ତେବେ ଜାଣନ୍ତୁ ସେହି ଫୋନ ଗୁଡିକ କେଉଁଫୋନ ଯାହାକୁ ଆପଣ ଅଳ୍ପ ମୂଲ୍ୟରେ କିଣିବାକୁ ଚାହୁଁଛନ୍ତି ।

-ଲାଭା ବ୍ଲେଜ ୫ଜି ଫୋନ, ଆପଣ ଏହାକୁ ୧୦ହଜାରରୁ କମ ଟଙ୍କାରେ କିଣିପାରିବେ । ଏଥିରେ ୭୦୦ ପ୍ରୋସେସର ଦିଆଯାଇଛି । ଏହାସହ ୫୦୦ଏମଏଏଚ ବ୍ୟାଟେରୀ ଦିଆଯାଇଛି । ଏବଂ ଏଥିସହ ୪ଜିବି ର୍ୟାମ ସହିତ ୧୨୮ଜିବି ଷ୍ଟୋରେଜ ଉବଲବ୍ଧ ଅଛି ।

-ରେଡମି ୧୧ ପ୍ରାଇମ,ଏହାର ବଜାର ପ୍ରାଇସ ରହିଛି ୧୨ହଜାର ଟଙ୍କ । ଏଥିରେ ୭୦୦ ପ୍ରୋସେସର, ୫୦ଏମପି କ୍ୟାମେରା ଏବଂ ୫୦୦୦ଏମଏଏଚ ବ୍ୟାଟେରୀ ରହୁଛି ।

-ସାମସଙ୍ଗ ଗ୍ୟାଲାକ୍ସି ଏମ୧୩, ୫ଜି ସ୍ମାର୍ଟ ଫୋନ ୧୨ ହଜାର ଟଙ୍କାରେ ମିଳୁଛି ।ଏଥିରେ ୫୦ଏମପି ପ୍ଲସ ୨ଏମପି ଡୁଆଲ କ୍ୟାମେରା ରହିଛି ।

-ରିୟଲମି ୯ଆଇ ୫ଜି ସେଟକୁ ଆପଣ ଶସ୍ତାରେ କିଣିପାରିବେ । ଏହାର ବଜାର ପ୍ରାଇସ ରହିଛି ୧୪,୯୯୯ ଟଙ୍କା । ହେଲେ ଏଥିରେ ୮୧୦ ପ୍ରୋସେସର ଦିଆହୋଇଛି ଏବଂ ୮ଏମପିର ଫ୍ରଣ୍ଟ କ୍ୟାମେରା ରହିଛି ।
ଏହାପରେ ଆପଣ ଆଇକ୍ୟୁ ଉପରେ ମଧ୍ୟ ଭରଷା କରିପାରିବେ । ତେବେ ଆଇକ୍ୟୁଓଓ ଜେଡ୬ ଲାଇଟ ୫ଜି ଲାଇଟକୁ ମଧ୍ୟ ଆପଣ କିଣିପାରିବେ

Get real time updates directly on you device, subscribe now.