fbpx

ରାଜ୍ୟର ୬ ବିଶ୍ୱବିିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୩ମାସ ବୃଦ୍ଧି

ଭୁବନେଶ୍ୱର, ୧୦ା୬(ଓଡ଼ିଶା ଭାସ୍କର): ରାଜ୍ୟର ୬ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୩ମାସ ବୃଦ୍ଧି କରାଯାଇଛି । ମହାମାରୀ କରୋନା ଦୃଷ୍ଟିରୁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କୁଳାଧିପତି । ଉକ୍ରଳ, ଗଙ୍ଗାଧର ମେହେର, ଖଳ୍ଲିକୋଟ, ରମାଦେବୀ, ଉତ୍ତର ଓଡ଼ିଶା ,ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ କାର୍ଯ୍ୟକାଳ ବୃଦ୍ଧି ପାଇଁ ସୁପାରିସ କରିଥିଲା ଉଚ୍ଚଶିକ୍ଷା ବିଭାଗ ।

Get real time updates directly on you device, subscribe now.