fbpx

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦୀ

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଦନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂଧ୍ୟା ୫ଟା ସମୟରେ ସେ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି । ଦେଶରେ ବର୍ତ୍ତମାନ କୋଭିଡ୍ ମାମଲା ହ୍ରାସ ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ତେଣୁ ଏନେଇ ସେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି । ସେପଟେ ଏହା ମଧ୍ୟରେ ଅନେକ ବିଦେଶୀ ଟିକା ତଥା ଦେଶୀ ଟିକାକୁ ଅନୁମୋଦନ ମିଳିବା ସମ୍ପର୍କରେ କିଛି କହିପାରନ୍ତି ବୋଲି ଆଶା ପ୍ରକାଶ କରାଯାଉଛି ।

Get real time updates directly on you device, subscribe now.