• Likes
  • Followers
  • Subscribers
  • Followers
  • Android App
  • Thursday, August 28, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ସ୍ୱାସ୍ଥ୍ୟ ବିଭାଗରେ ସାଇକିୟାଟ୍ରିକ ସୋସିଆଲ ୱାର୍କର ନିଯୁକ୍ତି: ଆଜି ଆବେଦନର ଅନ୍ତିମ ତାରିଖ

ସ୍ୱାସ୍ଥ୍ୟ ବିଭାଗରେ ସାଇକିୟାଟ୍ରିକ ସୋସିଆଲ ୱାର୍କର ନିଯୁକ୍ତି: ଆଜି ଆବେଦନର ଅନ୍ତିମ ତାରିଖ

By Manas Pradhan On May 4, 2024 at 8:51 AM
OPSC
Share

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନିଯୁକ୍ତି ପାଇବେ ‘ସାଇକିୟାଟ୍ରିକ ସୋସିଆଲ ୱାର୍କର’ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗତ ମାର୍ଚ୍ଚ ମାସରେ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏବେ ତାହାର ଆବେଦନ ପ୍ରକ୍ରିୟା ଜାରି ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଡ୍ରଗ-ଦେ-ଆଡିକସନ ସେଣ୍ଟର୍ସ (ଡିଏସି) ପାଇଁ ଷ୍ଟେଟ ସର୍ଭିସର ‘ଗ୍ରୁପ-ବି’ରେ ଏହି ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଏପ୍ରିଲ ମାସ ୪ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆଜି ହେଉଛି ଆବେଦନର ଅନ୍ତିମ ତାରିଖ । ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ଖାଲି ରହିଛି । ମୋଟ ୧୩ଟି ପଦ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୨ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ସୋସିଆଲ ୱାର୍କରେ ପୋଷ୍ଟ-ଗ୍ରାଜୁଏଟ ଡିଗ୍ରୀ କରିଥିବେ ଓ ସାଇକିୟାଟ୍ରିକ ସୋସିଆଲ ୱାର୍କରେ ମାଷ୍ଟର ଅଫ୍ ଫିଲୋସଫି କରିଥିବେ । ଦୁଇ ବର୍ଷିଆ ଫୁଲ୍ ଟାଇମ୍ କୋର୍ସ ସମାପ୍ତ ପରେ ଏହି ଶିକ୍ଷା ଗ୍ରହଣ କରିଥିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ବିଶ୍ୱବିଦ୍ୟାଳୟରୁ ସୁପରଭାଇଜ୍ କ୍ଲିନିକାଲ ଟ୍ରେନିଂ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଥିବା ଆବଶ୍ୟକ ।

ଆହୁରି ପଢନ୍ତୁ

ଗୁଣି ବନ୍ଦ କରିଦେଲା DJ! ତନ୍ତ୍ରମନ୍ତ୍ର…

ଭିକ୍ଷାବୃତ୍ତି ଏବେ ସମ୍ପୂର୍ଣ୍ଣ ବନ୍ଦ; ଦେଶର…

ବିଜ୍ଞପ୍ତି ଲିଙ୍କ: https://opscechayan.in/#/auth/landing

Share

Prev Post

ରାଜ୍ୟରେ ଆରମ୍ଭ ହୋଇଛି କଲରାପତରିଆ ବାଘ ଗଣନା, ମେ’ ୨୨ରୁ ହାତୀ ଗଣନା ପାଇଁ ତିଆରି ହେବ ୧୧୩୬ ମଞ୍ଚା

Next Post

ପୋଲିସଠୁ ଫୋନ୍ ଛଡ଼ାଇ ନେଲେ ଚୋର; ଆଣିବା ବେଳେ ଫୋଡ଼ିଦେଲେ ନିଶା ଇଞ୍ଜେକ୍ସନ

You might also like More from author
Breaking News

ଗୁଣି ବନ୍ଦ କରିଦେଲା DJ! ତନ୍ତ୍ରମନ୍ତ୍ର ସନ୍ଦେହରେ ଦମ୍ପତ୍ତିଙ୍କୁ ପିଟିଲେ ଗାଁ ଲୋକେ, ସ୍ୱାମୀ ମୃତ

Breaking News

ଭିକ୍ଷାବୃତ୍ତି ଏବେ ସମ୍ପୂର୍ଣ୍ଣ ବନ୍ଦ; ଦେଶର ଏହି ରାଜ୍ୟ ହେବ ଭିକାରୀ ମୁକ୍ତ, ପାସ ହେଲା ବିଲ୍

Top Stories

ଭାଇ ୧୩୦୦ କୋଟି ସମ୍ପତ୍ତିର ମାଲିକ, ଭଉଣୀ ପ୍ରଥମ ଫିଲ୍ମରେ ହିରୋଇନ୍ ଚରିତ୍ର ଛାଡ଼ି କରିଥିଲେ ସାଇଡ…

Breaking News

ଟି-୨୦ ସିରିଜ ପାଇଁ ଦଳ ଘୋଷଣା; ୧୭ ଜଣ ଖେଳାଳିଙ୍କୁ ମିଳିଲା ସ୍ଥାନ, ବାଦ ପଡ଼ିଲେ ଷ୍ଟାର ଅଲରାଉଣ୍ଡର୍

Breaking News

ମୋହନ ମାଝୀଙ୍କୁ ଭେଟିଲେ ସିକ୍କିମ୍ ମୁଖ୍ୟମନ୍ତ୍ରୀ, ବଢ଼ାଇଲେ ଉପହାର

Breaking News

NEET ଏବଂ JEE ପିଲାଙ୍କୁ ମିଳିବ ମାଗଣାରେ କୋଚିଂ, ସରକାରଙ୍କ ବଡ଼ ପଦକ୍ଷେପ

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଗୁଣି ବନ୍ଦ କରିଦେଲା DJ! ତନ୍ତ୍ରମନ୍ତ୍ର…

ଭିକ୍ଷାବୃତ୍ତି ଏବେ ସମ୍ପୂର୍ଣ୍ଣ ବନ୍ଦ; ଦେଶର…

ଭାଇ ୧୩୦୦ କୋଟି ସମ୍ପତ୍ତିର ମାଲିକ, ଭଉଣୀ…

ଟି-୨୦ ସିରିଜ ପାଇଁ ଦଳ ଘୋଷଣା; ୧୭ ଜଣ…

ମୋହନ ମାଝୀଙ୍କୁ ଭେଟିଲେ ସିକ୍କିମ୍…

NEET ଏବଂ JEE ପିଲାଙ୍କୁ ମିଳିବ ମାଗଣାରେ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଗୁଣି ବନ୍ଦ କରିଦେଲା DJ! ତନ୍ତ୍ରମନ୍ତ୍ର…

ଭିକ୍ଷାବୃତ୍ତି ଏବେ ସମ୍ପୂର୍ଣ୍ଣ ବନ୍ଦ; ଦେଶର…

ଭାଇ ୧୩୦୦ କୋଟି ସମ୍ପତ୍ତିର ମାଲିକ, ଭଉଣୀ…

ଟି-୨୦ ସିରିଜ ପାଇଁ ଦଳ ଘୋଷଣା; ୧୭ ଜଣ…

Prev Next 1 of 27,789
© 2025 - TK Digital All Rights Reserved.