ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ପର୍ଯ୍ୟଟକ ବୁଡି ମୃତ। ସେକ୍ଟର 1 ରେ ଏହିଭଳି ଘଟଣା ଦେଖିବାକୁ ମିଳିଥିବାବେଳେ ଘଟଣାସ୍ଥଳରେ ଶୋକର ଛାୟା ଦେଖାଦେଇଛି।
ସମୁଦ୍ର କୂଳକୁ ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଉଥିବା ସମୟରେ ଘଟିଯାଇଛି ଏଭଳି ଘଟଣା।

Next Post