fbpx

ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୯ା୩ (ଓଡିଶା ଭାସ୍କର): ଭୁବନେଶ୍ୱରର ଟଙ୍କପାଣି ରୋଡ଼ ଅଞ୍ଚଳରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣଙ୍କ ଜୀବନ ଚାଲି ଯାଇଛି । ସ୍ୱେରେଜ୍ ଟାଙ୍କି ସଫା କରୁଥିବା ବେଳେ ଦୁଇ ଶ୍ରମିକ ଶ୍ୱାସରୁଦ୍ଧ ଯୋଗୁଁ ଗୁରୁତର ହୋଇପଡ଼ିଥିଲେ । ଫଳରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.