fbpx

ଦୁଇ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦାଦା

ମାଲକାନଗିରି, ୪ା୯(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ସ୍ଥିତ ମାଥିଲି ବ୍ଲକ ଖପ୍ରା ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି । ସେଠାରେ ଦୁଇ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣି ଦେଇଛନ୍ତି ତାଙ୍କ ଦାଦା । ପୂର୍ବ ଶତ୍ରୁତା କାରଣରୁ ଏହି ପରି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି । ଏହାସହ ଅଭିଯୁକ୍ତକୁ ମାଥିଲି ଥାନାରେ ଅଟକ ରଖାଯାଇଛି ।

Get real time updates directly on you device, subscribe now.