ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଜୁନ୍ ୨୦୨୨ରୁ ହେବ କରୋନା ଟିକା ଉତ୍ପାଦନ । ଓଡ଼ିଶା ଗସ୍ତରେ ଭାରତ ବାୟୋଟେକ ଅଧ୍ୟକ୍ଷ ଡକ୍ଟର କ୍ରୀଷ୍ଣା ଇଲା । ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବଙ୍କ ସହ ଡ.ଇଲାଙ୍କ ଆଲୋଚନା ହୋଇଛି । ଅନ୍ଧାରୁଆ ଠାରେ ମ୍ୟାନୁଫାକ୍ଚରିଂ ପ୍ଲାଣ୍ଟ ନେଇ ଆଲୋଚନା କରାଯାଇଛି । ଜୁନ ୨୦୨୨ ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ ।
Prev Post