fbpx

ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର

କଟକ ,୬ା୪ (ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଧରା ପଡିଲେ ତହସିଲଦାର ବିଚିତ୍ରାନନ୍ଦ ନାୟକ । ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କ ଗାଡ଼ିରୁ ୧ଲକ୍ଷ ୭ ହଜାର ଟଙ୍କା ଜବତ । ଗାଡ଼ିରୁ ଟଙ୍କା ମିଳିବା ନେଇ ସଠିକ୍ ଉତ୍ତର ଦେଇପାରୁ ନାହାଁନ୍ତି ତହସିଲଦାର । ବିଚିତ୍ରାନନ୍ଦ ନାୟକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ଭିଜିଲାନ୍ସ । ଏନେଇ କଟକ ଏସପି ଭିଜିଲାନ୍ସଙ୍କୁ ସୂଚନା ଦେଇଥିଲେ ।

Get real time updates directly on you device, subscribe now.