fbpx

ଜୁନିଅର କ୍ଲର୍କଙ୍କ ଘରେ ଭିଜିଲାନ୍ସ ରେଡ୍, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଆର୍ ଆଣ୍ଡ ବି ଡିଭିଜନର ଜୁନିଅର କ୍ଲର୍କଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଜୁନିଅର କ୍ଲର୍କ ଏଲ୍.କାମରାଜୁ ଦାସଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ବ୍ରହ୍ମପୁର ଆଙ୍କୁଲି ସ୍ଥିତ ଘର ସହିତ ଅଫିସ୍ ରେ ଚାଲିଛି ଚଢ଼ାଉ ।

Get real time updates directly on you device, subscribe now.