fbpx

ମୃତଦେହର ପ୍ୟାଣ୍ଟ ଖୋଲି ଦେଖୁଛନ୍ତି ସେ ମୁସଲିମ କି ନୁହେଁ, ବାଂଲାଦେଶରୁ ସାମ୍ନାକୁ ଆସିଲା ଭୟାବହ ଭିଡିଓ

ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ ହସିନାଙ୍କ ବିରୋଧରେ ଚାଲିଥିବା ଅନ୍ଦୋଳନ ବର୍ତ୍ତମାନ ହିନ୍ଦୁ ବିରୋଧୀ ହିଂସାରେ ପରିବର୍ତ୍ତନ ହୋଇଛି। ହିନ୍ଦୁମାନଙ୍କ ଅନେକ ମନ୍ଦିର, ଘର ଏବଂ ଦୋକାନକୁ ଟାର୍ଗେଟ କରାଯାଇଛି। ଅଗଣିତ ହିନ୍ଦୁଙ୍କୁ ବାଂଲାଦେଶରେ ମୁସଲମାନମାନେ ହତ୍ୟା କରିଛନ୍ତି। ଏହାରି ମଧ୍ୟରେ ଏହି ବିଦ୍ରୋହୀମାନେ ହିନ୍ଦୁଙ୍କ ପ୍ରତି ନିର୍ଯାତନା ଏବଂ ଘୃଣା ପ୍ରଦର୍ଶନ କରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ବିଦ୍ରୋହୀମାନେ ଖତନା ଯାଞ୍ଚ କରି ହିନ୍ଦୁଙ୍କୁ ହତ୍ୟା କରୁଛନ୍ତି।

ଭିଡିଓରେ ବିଦ୍ରୋହୀ ମୁସଲିମମାନେ ତଳେ ପଡିଥିବା ଜଣେ ମୃତ ବ୍ୟକ୍ତିକୁ ଘେରି ରହିଥିବା ଦେଖିବାକୁ ମିଳିଛି। ମୃତକଙ୍କ ଦେହରୁ ରକ୍ତ ବହୁଥିଲା, ଏବଂ ତାଙ୍କ ହାତ ହାତକଡାରେ ବନ୍ଧା ଯାଇଥିଲା। ଜଣେ ବ୍ୟକ୍ତି ଏକ ବାଡି ସାହାଯ୍ୟରେ ମୃତକ ବ୍ୟକ୍ତିଙ୍କ ପ୍ୟାଣ୍ଟକୁ କାଢି ତାଙ୍କୁ ଉଲଗ୍ନ କରୁଛନ୍ତି। ଏହାପରେ ତାଙ୍କ ଗୁପ୍ତାଙ୍ଗ ଯାଞ୍ଚ କରୁଛନ୍ତି ଯେ, ତାଙ୍କର ଖତନା ହୋଇଛି କି ନାହିଁ। ଏହି ମୃତଦେହ ଚାପରିପାଖରେ ଛିଡା ହୋଇଥିବା ଲୋକେ ହିନ୍ଦୁ ହିନ୍ଦୁ କହି ବଡ ପାଟିରେ ଚିଲାଇ ହସୁଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ସମସ୍ତ ସୋସିଆଲ ମିଡିଆରୁ ଡିଲିଟ କରାଯାଇଛି। ସେଥିପାଇଁ ଆମେ ଏହି ଭିଡିଓକୁ ଦେଖାଇପାରୁନୁ।

Get real time updates directly on you device, subscribe now.