fbpx

ଏହି ଦେଶରେ ଅଜବ ନିୟମ, ଯେଉଁଠି ମହିଳାଙ୍କ Virginity ଟେଷ୍ଟ ଜରୁରୀ

ରେପ୍ କେସରେ ପୀଡିତାଙ୍କ ଭର୍ଜିନିଟି ଟେଷ୍ଟ କରିବାକୁ ନିକଟରେ ପାକିସ୍ତାନ କୋର୍ଟ ବ୍ୟାନ୍ କରିଛି । କିନ୍ତୁ ଆଜି ବି ଏପରି ଦେଶ ରହିଛି, ଯେଉଁଠି ମହିଳାଙ୍କ ଯୌନ ସମ୍ପର୍କ ଓ କୁମାରୀତ୍ୱ ସମ୍ପନ୍ଧରେ କଡା ନିୟମ ରହିଛି । ଏପରି ଦେଶ ମଧ୍ୟରୁ ମେରକ୍କୋ ଅନ୍ୟତମ ।

ତେବେ ମେରକ୍କୋରେ ମହିଳାଙ୍କର କୁମାରୀତ୍ୱ ପରୀକ୍ଷା ଜରୁରୀ । ଏହି ଆଇନକୁ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡିକ ବିରୋଧ କରୁଛନ୍ତି । ୨୦୧୮ରେ ଡବ୍ଲୁଏଚଓ, ଏଚଆସି ଓ ୟୁଏନଡବ୍ଲୁ ଏହି ପ୍ରମାଣପତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ । କେବଳ ଏତିକି ନୁହେଁ, ଅନେକ ସମାଜସେବୀ, ଡାକ୍ତର ଓ କିଲମାନେ ମଧ୍ୟ ଏହି ଆଇନକୁ ବ୍ୟାନ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ଏହା ସତ୍ୱେ ବି ଦେଶରେ ଏହି ମହିଳାଙ୍କ କୁମାରୀତ୍ୱ ପ୍ରମାଣପତ୍ର ଜାରି ରହିଛି ।

Get real time updates directly on you device, subscribe now.