fbpx
BSKY SKY
BSKY SKY

ହାତରେ ବାସନ ଧୋଇଲେ ଶରୀରକୁ ଫାଇଦା, ଜାଣନ୍ତୁ କିପରି?

BSKY

ଭାରତରେ ଅନେକ ଲୋକେ ନିଜ ଘର କାମ ନିଜେ କରିଦେଇଥାନ୍ତି। କିଛି ଧନୀ ଶ୍ରେଣୀୟ ଲୋକେ ଘରକାମ ପାଇଁ କାମବାଲୀ ରଖିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏହି କାମକୁ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ? ତେବେ ଆସନ୍ତୁ ଜାଣିବା ଘରେ ବାସନ ମାଜିବାର କଣ ରହିଛି ସ୍ୱାସ୍ଥ୍ୟ ଉପରେ ଫାଇଦା..

-ହାତରେ ବାସନ ଧୋଇବା ଦ୍ୱାରା ଚାପ କମ୍ ହୋଇଥାଏ । କେବଳ ସେତି ନୁହେଁ, ଆପଣ ମନ ଲଗାଇ ବାସନ ଧୋଇବା ଦ୍ୱାରା ମନରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ଯାହାକି ମନ ସହ ଶରୀରକୁ ଲାଭଦାୟକ ।

– ବାସନକୁ ଧୋଇବା ଦ୍ୱାରା ଏଥିରୁ ହୋଇଥିବା ଆଲର୍ଜିରୁ ମଧ୍ୟ ମୁକ୍ତି ମିଳିଥାଏ । ଏକ୍ଜିମା ଓ ଆସ୍ଥମା ଭଳି ସମସସ୍ୟାକୁ ମଧ୍ୟ ଦୂରେଇ ହେବ ।

-ଯେଉଁ ମହିଳାମାନେ ଧୋଇବା ସମୟରେ ଗ୍ରୀସ ଛାଡିଥାନ୍ତି, ସେମାନଙ୍କ ସମ୍ପକରେ ସନ୍ତୁଷ୍ଟି କମ୍ ଓ ସଂଘର୍ଷ ଅଧିକ ରହିଥାଏ । ଏହା ସେମାନଙ୍କ ସେକ୍ସ ଜୀବ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଘର କାମ ଦମ୍ପତି ଏକତ୍ର କରିବା ଦ୍ୱାରା ଖୁସି ମିଳିଥାଏ ।

Get real time updates directly on you device, subscribe now.