fbpx

Instagram ରିଲ୍ସ ମଝିରେ କୁକୁର କଲା ଏମିତି କାଣ୍ଡ, ଦେଖନ୍ତୁ ଭାଇରାଲ ଭିଡିଓ…

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ରିଲ୍ସରେ ଅନେକ ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ । ଆଜିକାଲି କେହିବି ଭିଡିଓ କରି ପୋଷ୍ଟ କରୁଛନ୍ତି । କିଛି ଲୋକଙ୍କ ରିଲ୍ସରେ ଭିଡିଓ ଅପଲୋଡର କିଛି ଏମିତି ନିଶା ରହିଥାଏ ଯେ ସେମାନେ ଦିନସାରା ଭିଡିଓ ତିଆରି କରି ଅପଲୋଡ କରିଥାନ୍ତି । ଆଉ ଏହି ରିଲ୍ସରେ ଭାଇରାଲ ହେବା ପାଇଁ ଲୋକେ ବିଚିତ୍ର ଏବଂ ଅଜବ ଉପାୟ ଅପାଣାଇଥାନ୍ତି । ତେବେ ଭିଡିଓ ବନାଇବା ନିଶାରେ ବେଳେବେଳ ହାଇରାଣ ମଧ୍ୟ ହୋଇଯାନ୍ତି ୟୁଜର ।

ଏମିତି ଏକ ଭିଡିଓ ରିଲ୍ସରେ ଦେଖିବାକୁ ମିଳିଛି । ଯେଉଁଠାରେ ଜଣେ ଯୁବତୀ କୁକର ସହ ରିଲ୍ସ କରୁଥିଲେ । ଏହି ସମୟରେ କିଛି ଏମିତି ଘଟିଥିଲା ଯାହା ଯୋଗୁଁ ଯୁବତୀ ଜଣକ ଡରିଯାଇଥିଲେ ଆଉ ସେତେବେଳ ଦୃଶ୍ୟ ଦେଖିଲେ ଆପଣ ନିଶ୍ଚୟ ହସିବେ । ପ୍ରକୃତରେ ଯେତେବେଳେ ଯୁବତୀ ଜଣକ ରିଲ୍ସ ବନାଇବା ସହ କୁକୁରକୁ ଗେଲ କରିବାକୁ ଚେଷ୍ଟ କରୁଥିଲେ କୁକୁରଟି ତାଙ୍କ ଉପରକୁ ଡେଇଁ ପଡ଼ିଥିଲା ଯାହାକୁ ଦେଖି ଯୁବତୀ ଜଣକ ଡରିଯାଇଥିଲେ, ଆଉ ସେହି ସମୟର ଦୃଶ୍ୟ ଦେଖିଲେ କେହିବି ହସିପଡ଼ିବେ । ଦେଖନ୍ତୁ ଏହି ଭିଡିଓ…

 

View this post on Instagram

 

A post shared by Smriti rajput ? (@smriti.rajput1137)

Get real time updates directly on you device, subscribe now.