• Likes
  • Followers
  • Subscribers
  • Followers
  • Android App
  • Wednesday, September 3, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • Whatsapp ବ୍ୟାନ୍ କଲା ୧୯ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ: ଆପଣ ଲିଷ୍ଟରେ ଅଛନ୍ତି କି, ଜାଣନ୍ତୁ ଚେକିଂ ପ୍ରୋସେସ୍

Whatsapp ବ୍ୟାନ୍ କଲା ୧୯ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ: ଆପଣ ଲିଷ୍ଟରେ ଅଛନ୍ତି କି, ଜାଣନ୍ତୁ ଚେକିଂ ପ୍ରୋସେସ୍

By Manas Pradhan On Jul 2, 2022 at 6:48 PM
Share

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆର ବ୍ୟବହାର ଦିନକୁ ଦିନ ବଢ଼ି ଚାଲିଛି । ବିଭିନ୍ନ ସୋସିଆଲ ମିଡ଼ିଆ ମଧ୍ୟରେ ହ୍ୱାଟସଆପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ତେବେ ଗତ ମେ ମାସ ୧ ତାରିଖରୁ ୩୧ ତାରିଖ ମଧ୍ୟରେ ୧୯.୧୦ ଲକ୍ଷ ଭାରତୀୟଙ୍କର ହ୍ୱାଟସଆପ ଆକାଉଣ୍ଟ ବ୍ୟାନ୍ କରାଯାଇଛି । ସାଧାରଣ ଭାବେ ବିଭିନ୍ନ ବିବାଦୀୟ ପୋଷ୍ଟ କାରଣରୁ ହ୍ୱାଟସଆପ ପକ୍ଷରୁ ପ୍ରତ୍ୟେକ ମାସରେ ବହୁ ଆକାଉଣ୍ଟକୁ ବ୍ୟାନ କରାଯାଇଥାଏ ।

ୟୁଜର୍ସଙ୍କଠାରୁ ଏକାଧିକ ଅଭିଯୋଗ ଆସିବା ପରେ ହ୍ୱାଟସଆପ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ଏନେଇ କମ୍ପାନୀର ମୁଖପାତ୍ର କହିଛନ୍ତି, ଗ୍ରାହକଙ୍କ ସୁରକ୍ଷା ଓ ଅଭିଯୋଗକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏଭଳି ସ୍ଥିତିରେ ଯଦି ଆପଣଙ୍କର ଆକାଉଣ୍ଟ ବ୍ୟାନ ହୋଇଯାଇଛି, ତେବେ ଆପଣମାନେ ଏଥିରୁ ମୁକୁଳିବା ପାଇଁ କିଛି ତରିକା ଆପଣାଇ ପାରିବେ ।

ବ୍ୟାନ ଆକାଉଣ୍ଟକୁ ଆପଣ ଲଗ୍ ଇନ୍ କରିବା ସମୟରେ ଡାହାଣ ପଟର ତଳେ ହ୍ୱାଟସଆପ୍ ସପୋର୍ଟ ପାଇଁ ଏକ ଅପ୍ସନ ଦେଖାଯିବ । ତାହା ଆପଣଙ୍କର ଆକାଉଣ୍ଟ ବ୍ୟାନ ହୋଇଛି ବୋଲି ସୂଚନା ଦେଇଥାଏ । ଆପଣ ‘ସପୋର୍ଟ’ ଉପରେ କ୍ଲିକ କରିବାକୁ ପଡ଼ିବ । ଏହାପରେ କଣ୍ଟାକ୍ଟ ପେଜ୍ ଓପନ ହେବା ପରେ ଆପଣ ମେସେଜ ଟାଇପ୍ କରିବା ସହ ସ୍କ୍ରିନସଟ୍ ଆଡ୍ କରିବେ ।

ଆହୁରି ପଢନ୍ତୁ

Brain Stroke: ବ୍ରେନ୍ ଷ୍ଟ୍ରୋକ୍ ପୂର୍ବରୁ…

Asia cup 2025: MLAଙ୍କ ଜ୍ବାଇଁ ଟିମ୍…

ନେକ୍ସଟ ଉପରେ କ୍ଲିକ କରିବା ପରେ ଇ-ମେଲ ପେଜ୍ ଖୋଲିଯିବ । ସେଠାରେ ଆପଣ ସାହାଯ୍ୟ ମାଗିପାରିବେ । ଏହାପରେ ହ୍ୱାଟସଆପଣ ଆପଣଙ୍କର କେସ୍ ଷ୍ଟଡି କରିବ । ଯଦି ଆପଣଙ୍କ ଆକାଉଣ୍ଟ ଭୁଲବଶତଃ ବ୍ୟାନ ହୋଇଥିବ, ତେବେ ତାହା ରିଷ୍ଟୋର ହୋଇଯିବ । ଯଦି ଆପଣ ସର୍ତ୍ତାବଳୀ ଉଲ୍ଲଂଘନ କରିଛନ୍ତି ବୋଲି ହ୍ୱାଟସଆପ ସ୍ପଷ୍ଟ କରେ, ତେବେ ଆପଣଙ୍କ ଆକାଉଣ୍ଟ ଅନବ୍ୟାନଡ୍ ହେବ ନାହିଁ ।

Share

Prev Post

ଅମରାବତୀ ହତ୍ୟାକାଣ୍ଡର ଯାଞ୍ଚ କରିବ ଏନଆଇଏ, କହ୍ନେୟାଲାଲ ହତ୍ୟା ଲିଙ୍କ୍ ନେଇ କରିବ ତଦନ୍ତ

Next Post

ମହାନତା ଦେଖାଇଲେ ଭାରତୀୟ ଯବାନ, ୩ ବର୍ଷର ପାକିସ୍ତାନୀ ଝିଅକୁ ପଠାଇଲେ ନିଜ ଦେଶକୁ

You might also like More from author
Breaking News

Brain Stroke: ବ୍ରେନ୍ ଷ୍ଟ୍ରୋକ୍ ପୂର୍ବରୁ ଶରୀର ଦେଖାଦିଏ ଏହି 6 ସଙ୍କେତ ! ଭୁଲରେ ଏହି ଲକ୍ଷଣକୁ…

Asia Cup

Asia cup 2025: MLAଙ୍କ ଜ୍ବାଇଁ ଟିମ୍ ଇଣ୍ଡିଆର ମ୍ୟାନେଜର; BCCI ଦେଲା ବଡ଼ ସୁଯୋଗ, ଜାଣନ୍ତୁ କିଏ…

Cricket

୭ ଓଭରରେ ଦେଲେ ୭୬ ରନ୍‌, ଡେବ୍ୟୁ ମ୍ୟାଚ୍‌ରେ ଖେଳାଳି କଲେ ନିରାଶ, ଲଜ୍ଜାଜନକ ରେକର୍ଡ

ଖବର

ବିଦ୍ୟାଳୟରେ ମିଶିବ ଅଙ୍ଗନବାଡ଼ି କେନ୍ଦ୍ର, ଏନେଇ ଦିଲ୍ଲୀରେ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ

Top Stories

ଦ୍ୱିତୀୟ ଥର ମା’ ହେଲେ ବିଗ୍‌ବସ୍ ବିଜେତା ଗୌହର ଖାନ୍‌, ତିନିରୁ ୪ ହେଲା ପରିବାର

Top Stories

ୟୁଟ୍ୟୁବରଙ୍କୁ ଗିଳିଥିଲା ଏବେ ଓକାଳିଦେଲା ଡୁଡୁମା, ହେଲେ ଯୁବକଙ୍କର ନାହିଁ ମୁଣ୍ଡ

Prev Next
Odisha Bhaskar

Recent Posts

Brain Stroke: ବ୍ରେନ୍ ଷ୍ଟ୍ରୋକ୍ ପୂର୍ବରୁ…

Asia cup 2025: MLAଙ୍କ ଜ୍ବାଇଁ ଟିମ୍…

୭ ଓଭରରେ ଦେଲେ ୭୬ ରନ୍‌, ଡେବ୍ୟୁ ମ୍ୟାଚ୍‌ରେ…

ବିଦ୍ୟାଳୟରେ ମିଶିବ ଅଙ୍ଗନବାଡ଼ି କେନ୍ଦ୍ର,…

ଦ୍ୱିତୀୟ ଥର ମା’ ହେଲେ ବିଗ୍‌ବସ୍ ବିଜେତା ଗୌହର…

ୟୁଟ୍ୟୁବରଙ୍କୁ ଗିଳିଥିଲା ଏବେ ଓକାଳିଦେଲା…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

Brain Stroke: ବ୍ରେନ୍ ଷ୍ଟ୍ରୋକ୍ ପୂର୍ବରୁ…

Asia cup 2025: MLAଙ୍କ ଜ୍ବାଇଁ ଟିମ୍…

୭ ଓଭରରେ ଦେଲେ ୭୬ ରନ୍‌, ଡେବ୍ୟୁ ମ୍ୟାଚ୍‌ରେ…

ବିଦ୍ୟାଳୟରେ ମିଶିବ ଅଙ୍ଗନବାଡ଼ି କେନ୍ଦ୍ର,…

Prev Next 1 of 28,544
© 2025 - TK Digital All Rights Reserved.