fbpx

ସ୍ମରଣଶକ୍ତିକୁ ଠିକ୍ ରଖିଥାଏ ହ୍ୱିସ୍କି

ଆଜିକାଲି ଅନେକ ଲୋକ ମଦ୍ୟପାନ କରୁଥିବାବେଳେ କିଛି ଲୋକ ମଦ୍ୟପାନ କରିବା କ୍ଷତିକାରକ ବୋଲି ଭାବିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ମଦ୍ୟପାନ କରି ଆପଣ ଅନେକ ରୋଗରୁ ମୁକ୍ତି ପାଇପାରିବେ  । ହ୍ୱିସ୍କିରେ ଆଲକୋହଲର ପରିମାଣ ବହୁତ କମ୍, ଯେଉଁଥିପାଇଁ ଗରମ ଦିନେ ଏହାର ସେବନ ଦ୍ୱାରା ଶରୀରକୁ ଥଣ୍ଡା ମିଳିଥାଏ । ତେବେ ଆସନ୍ତୁ ଜାଣିବା ହ୍ୱିସ୍କିର ଫାଇଦା….

 

–  ଆଜିକାଲି ଅନେକ ଲୋକ କାମ ଯୋଗୁଁ ଚାପରେ ଅଛନ୍ତି  । ଗୋଟିଏ କିମ୍ବା ଦୁଇଟି ପେଗ୍ ହ୍ୱିସ୍କି ପିଇବା ଦ୍ୱାରା ଆପଣ ଚାପର ସମସ୍ୟାରୁ ମୁକ୍ତି ପାଇପାରିବେ  ।

 

–  ବ୍ୟସ୍ତ କାର୍ଯ୍ୟସୂଚୀ ହେତୁ ଯଦି ଆପଣ ନିଦ ନଲାଗୁଛି, ତେବେ ୧-୨ ପେଗ୍ ହ୍ୱିସ୍କି ପିଅନ୍ତୁ  । ଏହାକୁ ପିଇବା ଦ୍ୱାରା ଆପଣ ଆରାମ ପାଇବେ ଏବଂ ଭଲ ନିଦ ମଧ୍ୟ ହେବ  ।

 

–  ହ୍ୱିସ୍କିି ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି, ଯାହା ମସ୍ତିଷ୍କକୁ ସୁସ୍ଥ କରିଥାଏ  । ଏଥିରେ ଥିବା ଇଥାନଲ ମଧ୍ୟ ସ୍ମରଣଶକ୍ତିକୁ ସଠିକ୍ ଭାବେ ରଖିଥାଏ ।

Get real time updates directly on you device, subscribe now.