ଟିମ ଇଣ୍ଡିଆ ପରି କାମ କରନ୍ତୁ : ପିଏମ ମୋଦୀ

ଓଡ଼ିଶା ଭାସ୍କର: NITI ଆୟୋଗ ପରିଚାଳନା ପରିଷଦରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ରହିଛି।

ସେ କହିଛନ୍ତି ଯେ,
-‘ଟିମ୍‌ ଇଣ୍ଡିଆ ପରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ଜରୁରୀ’
-‘କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କାମ କଲେ ଲକ୍ଷ୍ୟ ହାସଲ ଅସମ୍ଭବ ନୁହେଁ’
-‘ଆମର ଏକମାତ୍ର ଲକ୍ଷ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ’
-‘ସବୁ ରାଜ୍ୟ, ସହର, ନଗରପାଳିକା, ଗାଁକୁ ବିକଶିତ କରିବା’
-‘ଏହି ଲକ୍ଷ୍ୟ ହାସଲ ପାଇଁ ୨୦୪୭କୁ ଅପେକ୍ଷା ନ କରି ଏବେଠୁ କରିବା’
-‘ଏପରି ନୀତି ନିର୍ଦ୍ଧାରଣ କରିବା, ଯାହା ସାଧାରଣ ବ୍ୟକ୍ତିର ଉନ୍ନତି କରିବ’
-‘ପରିବର୍ତ୍ତନ ଯେପରି ଆନ୍ଦୋଳନର ରୂପ ନେବ ତାହା କରିବା’
-‘ଆମ ଶକ୍ତିରେ ମହିଳାମାନଙ୍କୁ ମଧ୍ୟ ସାମିଲ କରିବା’