fbpx

ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଭୂମିପୂଜନ

ଅଯୋଧ୍ୟା, ୫ା୮: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଭୂମିପୂଜନ ଆରମ୍ଭ ହୋଇଛି । ଭୂମିପୂଜନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ତ୍ର ଉଚାରଣ ସହ ଭୂମିପୂଜନ ଏବେ ଜାରି ରହିଛି ।
ଅନ୍ୟପଟେ ରାମ ମନ୍ଦିର ଭୂମି ପୂଜନନେଇ ଗଜପତି ମହାରାଜ ବାର୍ତ୍ତା ଦେଇ କହିଛନ୍ତି ଯେ ରାମ ରାଜ୍ୟ ଗଠନ ଅଭିଳାଷକୁ ପ୍ରଭୁ ଶ୍ରୀରାମ ପୂରଣ କରନ୍ତୁ । ପ୍ରଭୁ ଶ୍ରୀରାମ ନିକଟରେ ଏତିକି ବିନମ୍ର ପ୍ରାର୍ଥନା ବୋଲି ଗଜପତି କହିଛନ୍ତି ।

Get real time updates directly on you device, subscribe now.