fbpx

Xiaomi 14 Civi ର ଆସିଲା ଲଞ୍ଚ ଡେଟ, ଦମଦାର ଫିଚର୍ସ ସହ ଆସନ୍ତା ମାସରେ ମାରିବ ଏଣ୍ଟ୍ରୀ

Advertisement

ନୂଆଦିଲ୍ଲୀ: Xiaomi 14 Civi ର ଲଞ୍ଚ ଡେଟ କନଫର୍ମ ହୋଇସାରିଛି । ସାଓମୀର ଏହି ଫ୍ଲାଗସିପ ସ୍ମାର୍ଟଫୋନ ଆସନ୍ତା ମାସରେ ଭାରତରେ ଲଞ୍ଚ ହେବ । କମ୍ପାନୀ ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସରେ ଏହାର ଲଞ୍ଚ ଡେଟ ସେୟାର କରିଛି । ଗତ ସପ୍ତାହରେ ସାଓମୀର ଏହି ଫୋନ ଟିଜ ହୋଇଥିଲା । ଚୀନ ସ୍ମାର୍ଟଫୋନ ବ୍ରାଣ୍ଡର ଏହା ପ୍ରଥମ ଫୋନ ହେବ ଯାହା Civi ବ୍ରାଣ୍ଡିଙ୍ଗ ସହ ଭାରତରେ ଲଞ୍ଚ କରାଯିବ । ଚୀନରେ ଏହାକୁ Civi 4 Pro ନାମରେ ପ୍ରଥମେ ଲଞ୍ଚ କରାଯାଇଥିଲା ।

ସାଓମୀ ଇଣ୍ଡିଆରେ ନିଜ ଏକ୍ସ ହ୍ୟାଣ୍ଡେଲରେ କନଫର୍ମ କରିଛି ଯେ, Xiaomi 14 Civi କୁ ୧୨ ଜୁନରେ ଭାରତରେ ଲଞ୍ଚ କରାଯିବ । ଏଥିସହ କମ୍ପାନୀ ଫୋନର ଏକ ପୋଷ୍ଟର ସେୟାର କରିଛି । ସାଓମୀର ଫ୍ଲାଗସିପ ସିରିଜ ଅନୁଯାୟୀ, ଲଞ୍ଚ କରାଯିବ । ଏଥିସହ କମ୍ପାନୀ ଫୋନର ଏକ ପୋଷ୍ଟର ସେୟାର କରିଛି । ସାଓମୀର ଫ୍ଲାଗସିପ ସିରିଜ ଅନୁଯାୟୀ, ଲଞ୍ଚ କରାଯିବାକୁ ଥିବା ଏହି ସ୍ମାର୍ଟଫୋନର ମୁଖ୍ୟ ଫୋକସ କ୍ୟାମେରା ଉପରେ ରହିବ । ଏଥିରେ Leica ବ୍ରାଣ୍ଡିଙ୍ଗର ଲେନ୍ସ ମିଳିବ ।  Xiaomi 14ରେ Leicaର ଲେନ୍ସ ମିଳିବ । ଚୀନରେ ଲଞ୍ଚ ହୋଇଥିବା

Xiaomi Civo 4 Pro ର ଫିଚର ବିଷୟରେ କହିବାକୁ ଗଲେ ଏହାର ୬.୫୫ ଇଞ୍ଚ AMOLED ଡିସପ୍ଲେ ଅଛି, ଯାହା ୧.୫ ହଜାର ରେଜୋଲୁସନକୁ ସପୋର୍ଟ କରେ । ଏଥିରେ Corning Gorilla Glass Victus 2  ବ୍ରାଣ୍ଡିଙ୍ଗର ଲେନ୍ସ ମିଳିବ । ଫୋନ ଡିସପ୍ଲେର ଚିଫ ବ୍ରାଇଟନେସ ୩ ହଜାର ନିଟସ ରହିବ । ଏହି ଫୋନର ଡିସପ୍ଲେକୁ ପ୍ରୋଟେକ୍ଟ କରିବା ପାଇଁ Qualcomm Snapdragon 8s Gen 3 ରହିବ । ଏହା ଫୋନ ପ୍ରୋସେସର ଉପରେ କାମ କରିଥାଏ ।

Get real time updates directly on you device, subscribe now.