ଆପଣଙ୍କ ପାଖରେ ପୁରୁଣା ୨୫ ପଇସା କଏନ୍ ଅଛି କି? ଆପଣ ହୋଇପାରିବେ ଲକ୍ଷପତି

ଆପଣଙ୍କ ପାଖରେ ପୁରୁଣା ୨୫ ପଇସା କଏନ୍ ଅଛି କି? ଯଦି ହିଁ, ତେବେ ଏହା ଦ୍ୱାରା ଆପଣ ଲକ୍ଷ ପତି ହୋଇପାରିବେ । ଏହି କଏନକୁ ବିକ୍ରି କରି ଆପଣ ୧.୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କ କଏନର ଫଟୋ ୱେବସାଇଟରେ ଛାଡ଼ିବାକୁ ପଡ଼ିବ । ଏହି କଏନ ପାଇଁ ଅନେକ ଲୋକ ବିଡ୍ ଦାଖଲ କରିବା ପରେ ଆପଣ ଯାହାକୁ ଚାହିଁବେ ତାକୁ ବିକ୍ରି କରି ଲକ୍ଷ ପତି ହୋଇପାରିବେ ।

ସୂଚନା ଅନୁଯାୟୀ, ଇଣ୍ଡିଆ ମାର୍ଟ ୱେବସାଇଟରେ ଏହି ପୁରୁଣା କଏନ୍ ନିଲାମ କରାଯାଉଛି । ଏହି କଏନ ରୂପା ରଙ୍ଗର ହୋଇଥିବା ଆବଶ୍ୟକ । ଏହି ପ୍ଲାଟଫର୍ମଗୁଡ଼ିକରୁ ଆପଣ ନୋଟରୁ ମଧ୍ୟ ଟଙ୍କା ରୋଜଗାର କରିପାରିବେ । ସେହି ୱେବସାଇଟର ନାମ ହେଲା:- https://dir.indiamart.com/impcat/old-coins.html.