INTERNATIONAL NEWSNEWSTOP STORIES

ଇଣ୍ଡୋନେସିଆ ରେ ସୁନାମି: 222 ମୃତ, ଶତାଧିକ ଆହତ

ଜାକର୍ତ୍ତା, ୨୩।୧୨: ଇଣ୍ଡୋନେସିଆରେ ଶନିବାର ବିଳମ୍ବିତ ରାତ୍ରୀରେ ଘଟିଥିବା ସୁନାମୀରେ ଏବେ ସୁଦ୍ଧା ୬୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ରବିବାର ସ୍ଥାନୀୟ ଅଧିକାରୀଙ୍କ ତରଫରୁ ସୁନାମି ମୃତ୍ୟୁ ସଂଖ୍ୟା ସମ୍ପର୍କରେ ସୂଚନା ଦିଆ ଯାଇଛି।
ଭୂସ୍ଖଳନ ଯୋଗୁଁ ଏହି ସୁନାମୀ ଦେଖାଯାଇଥିବା ଅନୁମାନ କରାଯାଉଛି ।
ରାତି ରେ ସୁନାମୀ ଆସିଥିବାରୁ ଲୋକମାନେ କ’ଣ କରିବେ ଜାଣିପାରି ନଥିଲେ । ସୁନାମୀ ଦକ୍ଷିଣ ସୁମାତ୍ରା ଏବଂ ପଶ୍ଚିମ ଜାଭା ମଧ୍ୟରେ ସ୍ଥାନୀୟ ସମୟ ରାତି ୯ଟା ୩୦ରେ ଦେଖାଯାଇଛି । ସୁନାମୀ ସମୟରେ ସମୁଦ୍ରର ଢେଉ ୧୫ରୁ ୨୦ ମିଟର ଉଚ୍ଚ ଥିଲା । ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବରରେ ସୁଲଭେସୁ ଦୀପରେ ଆସିଥିବା ସୁନାମୀ ଯୋଗୁଁ ୮୩୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close