CITY NEWSNEWSTOP STORIES

ଖଣ୍ଡଗିରିରେ ୧୧ କେଭି ତାର ଛିଣ୍ଡି ଜଳିଗଲା ୨ ବସ୍

ଭୁବନେଶ୍ୱର, ୩।୧୧ (ଓଡ଼ିଶା ଭାସ୍କର): ଭୁବନେଶ୍ଵରରେ ଶନିବାର ଦୁଇଟି ବସ୍‌ ଜଳି ଯାଇଛି। ସକାଳେ ଖଣ୍ଡଗିରି ଛକରେ ଏକ ପେଟ୍ରୋଲ୍ ପମ୍ପ ନିକଟରେ ଏହି ବସ୍ ଦୁଇଟି ଜଳି ଯାଇଛି। ବସ୍‌ ଦୁଇଟି ପୁରୁଣା ହୋଇଯାଇଥିଲା ଓ ଅବ୍ୟବହୃତ ଅବସ୍ଥାରେ ପଡ଼ିଥିଲା। ତେବେ ବିଦ୍ୟୁତ୍ ତାର ଲାଗି ବସ୍ ଦୁଇଟି ଜଳି ଯାଇ ଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ନିଆଁ ଲିଭାଇ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Close