ଭୁବନେଶ୍ୱର, ୧୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫, ପୁରୀରୁ ୩, ମୟୁରଭଞ୍ଜରୁ ୨, କଟକ, କଳାହାଣ୍ଡି, କୋରାପୁଟ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
3.A 74 year old female of Bhubaneswar who was also suffering from Hypertension & Hypothyroidism.
4.A 71 year old female of Bhubaneswar district who was also suffering from Diabetes, Hypertension & post Cerebrovascular Accident.
— H & FW Dept Odisha (@HFWOdisha) September 11, 2020
8.A 60 year old male of Koraput district who was also suffering from Diabetes.
9.A 65 year old female of Mayurbhanj district.
10. A 45 year old female of Mayurbhanj district.
— H & FW Dept Odisha (@HFWOdisha) September 11, 2020
14. A 45 year old male of Sambalpur district who was also suffering from Diabetes & Coronary Artery Disease.
— H & FW Dept Odisha (@HFWOdisha) September 11, 2020