ଭୁବନେଶ୍ୱର,୮।୧୧(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୪୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୩୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୦୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୧,୫୭୪ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 7th November
New Positive Cases: 1434
In Quarantine: 833
Local Contacts: 601(Details of local contacts will be shared by concerned District Administration)
District Wise Cases:
1. Angul: 90
2. Balasore: 99
3. Bargarh: 65
4. Bhadrak: 31
5. Balangir: 66— I & PR Department, Odisha (@IPR_Odisha) November 8, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୪ ଓ କଟକରୁ ୧୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 80
23. Nawarangpur: 27
24. Nayagarh: 17
25. Nuapada: 35
26. Puri: 77
27. Rayagada: 9
28. Sambalpur: 38
29. Sonepur: 12
30. Sundargarh: 98
31. State Pool: 28New recoveries: 1683
Cumulative tested: 4939390
Positive: 301574
Recovered: 286857
Active cases: 13239— I & PR Department, Odisha (@IPR_Odisha) November 8, 2020