fbpx
BSKY SKY
BSKY SKY

କେନ୍ଦ୍ରାପଡ଼ାରୁ ହଟିଲା ଧାରା ୧୪୪

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ଲାଗୁ କରାଯାଇଥିବା ଧାରା ୧୪୪କୁ ମଙ୍ଗଳବାର ହଟାଇ ଦିଆଯାଇଛି । ୨୪ ତାରିଖ ଦିନ ୧୧ରୁ ୩୦ ତାରିଖ ଦିନ ୧୧ଟା ଯାଏଁ ଧାରା ୧୪୪ ଲାଗୁ କରାଯାଇଥିଲା । ଏହି ସମୟରେ ସାମାଜିକ ସଦଭାବ ବାଧାପ୍ରାପ୍ତ ହେବା ଆଶଙ୍କାରେ ଧାରା ୧୪୪ ଲାଗୁ କରାଯାଇଥିଲା ।

ତେବେ ହାଇଦର ଏନକାଉଣ୍ଟର ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବାରୁ ଧାରା ୧୪୪ ଉଠାଇବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଦୁଇ ଦିନ ବାକି ରହିଥିଲେ ହେଁ ଏହା ପୂର୍ବରୁ ଧାରା ୧୪୪ ଉଠାଇଛନ୍ତି ଜିଲ୍ଲାପାଳ ।

Get real time updates directly on you device, subscribe now.