ଭୁବନେଶ୍ୱର,୧୫/୮(ଓଡିଶା ଭାସ୍କର):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୫୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୦,୭୨୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 1521 #COVID19 patients have recovered and are being discharged on 15.8.2020
272 from Ganjam
231 from Khurdha
166 from Cuttack
93 from Rayagada
89 from Sundergarh
80 from Puri
77 from Kalahandi
61 from Balasore
56 from Nayagarh
54 from Gajapati
54 from Sambalpur— H & FW Dept Odisha (@HFWOdisha) August 15, 2020
2 from Nabarangpur
The total recovered cases of Odisha now stand at 40726
— H & FW Dept Odisha (@HFWOdisha) August 15, 2020
ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୨୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସେହିପରି ଖୋର୍ଦ୍ଧାରେ ୨୩୧, କଟକରେ ୧୬୬, ରାୟଗଡରେ ୯୩, ସୁନ୍ଦରଗଡ଼ରେ ୮୯, ପୁରୀରେ ୮୦, କଳାହାଣ୍ଡିରେ ୭୭, ବାଲେଶ୍ୱରରେ ୬୧, ନୟାଗଡ଼ରେ ୫୬, ଗଜପତିରେ ୫୪, ସମ୍ବଲପୁରରେ ୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।