fbpx

ରକ୍ତଚରିତ୍ର ଗ୍ୟାଙ୍ଗର ଦୁଇ ଜଣଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର: ରାଜଧାନୀରେ ରକ୍ତଚରିତ୍ର ଗ୍ୟାଙ୍ଗର ଭିଡିଓ ଭାଇରାଲ ଘଟଣା । ରକ୍ତଚରିତ୍ର ଗ୍ୟାଙ୍ଗର ଆଉ ୨ ଅଭିଯୁକ୍ତଙ୍କ ଆତ୍ମସମର୍ପଣ । ଆତ୍ମସମର୍ପଣ କଲା ଚେଙ୍ଗ ଓରଫ୍ ରାଜେଶ ବେହେରା ଏବଂ ସନିଆ ଓରଫ୍ ସନାତନ ବେହେରା । ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କଲେ ଦୁଇ ଜଣ । ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ ।

Get real time updates directly on you device, subscribe now.