fbpx

ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଶିକ୍ଷାମନ୍ତ୍ରୀ ସମୀର ଦାଶ: ଶ୍ରମମନ୍ତ୍ରୀ ବି ଛାଡିଲେ ପଦ

ଭୁବନେଶ୍ୱର: ଅଚାନକ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ତାଙ୍କ ପରେ ପରେ ମନ୍ତ୍ରୀମଣ୍ଡଳର ଆଉ ଦୁଇ ଜଣ ମନ୍ତ୍ରୀ ମଧ୍ୟ ନିଜ ନିଜ ପଦରୁ ଇସ୍ତପା ଦେଇଛନ୍ତି । ରାଜ୍ୟର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ପଦ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାଚସ୍ପତିଙ୍କ ଇସ୍ତଫା ପରେ ଆଉ ଦୁଇ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ତେବେ ୩ ଜଣ ପ୍ରମୁଖ ମନ୍ତ୍ରୀଙ୍କ ଅଚାନକ ଇସ୍ତପାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.