ଭୁବନେଶ୍ୱର, ୨୨ ।୧୦(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୧୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୫୭,୦୪୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 2128 Covid patients have recovered and are being discharged on 22.10.2020
210 from Khordha
149 from Anugul
140 from Cuttack
114 from Sundargarh
104 from Baleswar
100 from Mayurbhanj
100 from Nabarangpur
99 from Nuapada
86 from Jajapur
80 from Puri
72 from Kendrapara— H & FW Dept Odisha (@HFWOdisha) October 22, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
16 from Ganjam
11 from Rayagada
9 from Gajapati
93 from State PoolThe total recovered cases of Odisha now stand at 257041
— H & FW Dept Odisha (@HFWOdisha) October 22, 2020