ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୯୮୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯୦,୩୩୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 2980 #COVID19 patients have recovered and are being discharged on 04.09.2020
654 from Cuttack
263 from Khordha
212 from Ganjam
207 from Mayurbhanj
133 from Sambalpur
126 from Bolangir
114 from Nayagarh
114 from Puri
111 from Baleswar
103 from Koraput
91 from Kendrapara— H & FW Dept Odisha (@HFWOdisha) September 4, 2020
10 from Kalahandi
5 from Deogarh
5 from SonepurThe total recovered cases of Odisha now stand at 90331
— H & FW Dept Odisha (@HFWOdisha) September 4, 2020
ତେବେ ଆଜି କଟକରୁ ସର୍ବାଧିକ ୬୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।