fbpx

ପୂଜା ପ୍ରସ୍ତୁତି: କଟକ ଜଗିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

କଟକ, ୨୦ ।୧୦(ଓଡିଶା ଭାସ୍କର): କଟକ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ୯ଟି ପୂଜା ମଣ୍ଡପକୁ ମୂର୍ତ୍ତି ଉଚ୍ଚତାରେ ହାଇକୋର୍ଟ ସବୁଜ ସଙ୍କେତ ମଧ୍ୟ ଦେଇସାରିଛନ୍ତି । ଦୁର୍ଗାପୂଜା ପାଇଁ ସୁରକ୍ଷାରେ ରହିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ । ୧୦୦ ଜଣ ଅଫିସର ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ । ପୂଜା ପରେ ଭସାଣୀ ପାଇଁ ୧୪ଟି ସ୍ଥାନ ଚିହ୍ନଟ ହୋଇଛି । ଏନେଇ କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ।

Get real time updates directly on you device, subscribe now.