ଭୁବନେଶ୍ୱର,୧୩ ।୯(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଆଜି ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୯୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୩୪୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୫୬୫ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 12th September
New Positives Case: 3913
In quarantine: 2348
Local contacts: 1565(Details of local contacts will be shared by concerned Dist Administration)
District Wise Cases
1. Angul: 103
2. Balasore: 134
3. Bargarh: 146
4. Bhadrak: 123
5. Balangir: 142— I & PR Department, Odisha (@IPR_Odisha) September 13, 2020
22. Mayurbhanj: 147
23. Nawarangpur: 112
24. Nayagarh: 60
25. Nuapada: 128
26. Puri: 212
27. Rayagada: 98
28. Sambalpur: 141
29. Sonepur: 91
30. Sundargarh: 35
31. State Pool: 107New Recovery: 3217
Cumulative Tested: 2423124
Positive: 150807
Recovered: 115279
Active Case: 34849— I & PR Department, Odisha (@IPR_Odisha) September 13, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୫୬ ଓ କଟକରୁ ୩୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।